ସନ୍ଧ୍ୟା ସମୟରେ ଟିଫିନ ପାଇଁ ବନାନ୍ତୁ ପାଳଙ୍ଗ -ଆଳୁ ଟିକ୍କୀ, ଜାଣନ୍ତୁ ପ୍ରସ୍ତୁତି ତରିକା
ସନ୍ଧ୍ୟା ସମୟରେ କ’ଣ ଖାଇବେ ଏହାକୁ ନେଇ ପ୍ରତିଦିନ ଚିନ୍ତା ଥାଏ । ପିଲାଙ୍କ ମନକୁ ପାଇଲା ଭଳି ଚଟପଟା ଖାଦ୍ୟ ମଧ୍ୟ ଜରୁରୀ ହୋଇଥାଏ । ଆଜି ଆସନ୍ତୁ ପ୍ରସ୍ତୁତ କରିବା ସବୁଠୁ ସହଜ ପାଳଙ୍ଗ ଆଳୁ ଟିକ୍କୀ,ଯାହା ଖାଇବାକୁ ମଧ୍ୟ ବହୁତ ଟେଷ୍ଟୀ ।
ଆବଶ୍ୟକୀୟ ସାମଗ୍ରୀ (୪ ଜଣଙ୍କ ପାଇଁ ) :…