ଏୟାରଟେଲର ୬୫ ଏବଂ ଜିଓର ୬୧ ଟଙ୍କିଆ ପ୍ଲାନ୍ ଭିତରୁ କେଉଁଟା ଆପଣଙ୍କ ବେଷ୍ଟ ରହିବ ଜାଣନ୍ତୁ
ଏୟାରଟେଲ ଗତ କିଛି ତଳେ ୬୫ ଟଙ୍କା ଦାମର ଏକ ରିଚାର୍ଜ ପ୍ଲାନ୍ ଲଞ୍ଚ୍ କରିଛି। ଯଦିଓ ଜିଓ ନିଜର ୟୁଜର୍ସଙ୍କୁ ପୂର୍ବରୁ ହିଁ ଏହାଠାରୁ କମ୍ ଦାମର ଏକ ପ୍ଲାନ୍ ଦେଇସାରିଛି। କିନ୍ତୁ ଜିଓ ଏବଂ ଏୟାରଟେଲ ଗୋଟିଏ ରେଞ୍ଜ ପ୍ଲାନରେ କିଏ ନିଜର ୟୁଜର୍ସଙ୍କୁ ଅଧିକ ଫାଇଦା ଦେଉଛି ତାହା ଜାଣିବାର…