ମିଠା ଖାଇବାକୁ ଇଚ୍ଛା ହେଉଛି ତ ବନାନ୍ତୁ ସୁଜି-ବେସନ ହାଲଓ୍ଵା, ବନାଇବା ପୂରା ସହଜ
ଆପଣ ବେସନ ହାଲଓ୍ଵା ତ ଅନେକ ଥର ଖାଇଥିବେ। କିନ୍ତୁ ଏହାକୁ ସୁଜି ସହିତ ମିକ୍ସ କରି କେବେ ବନାଇଛନ୍ତି କି। ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ ହୋଇଥାଏ। ଦେଶୀ ଘିଅରେ ପ୍ରସ୍ତୁତ ଏହି ଟେଷ୍ଟୀ ହାଲଓ୍ଵାକୁ ଥରେ ଖାଇଲେ ଆପଣ ବାରମ୍ବାର ଖାଇବାକୁ ଇଚ୍ଛା କରିବେ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ…