ପନିର ପରଟା ସହିତ ଦିନ ଆରମ୍ଭ କରନ୍ତୁ, ବ୍ରେକଫାଷ୍ଟକୁ କରନ୍ତୁ ସ୍ୱାଦିଷ୍ଟ ଆଉ ହେଲ୍ଦି
ଶୀତ ଋତୁରେ ଆମକୁ ଏମିତି ଜଳଖିଆର ଆବଶ୍ୟକ ପଡ଼ିଥାଏ, ଯାହାକି ହେଭି ସାଙ୍ଗକୁ ଭଲ ଭାବେ ହଜମ ମଧ୍ୟ ହୋଇ ପାରୁଥିବ। କାହିଁକିନା, ଜଳଖିଆରୁ ମିଳୁଥିବା ଶକ୍ତିରୁ ହିଁ ଆମେ ଦିନସାରା ଫିଟ୍ ରହିବାକୁ ସକ୍ଷମ ହୋଇପାରୁ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ପନିର ପରଟା ରେସିପି ନେଇକି ଆସିଛୁ। ଏହି ଜଳଖିଆ…