Browsing Tag

recipe

ନନଭେଜରେ ଏମିତି ଷ୍ଟାଇଲରେ ଅଣ୍ଡା ଭୁଜିଆ, ସ୍ୱାଦ ଏକଦମ୍‌ ୟୁନିକ

କେବେକେବେ ଆମେ ଏକା ଭଳି ଖାଦ୍ୟ ଖାଇ ବୋର୍‌ ହୋଇଯାନ୍ତି। ଏମିତିରେ କିଛି ନୂଆ ସ୍ୱାଦ ଚାଖିବାକୁ ବହୁତ ଇଚ୍ଛା ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ରେସିପି ନେଇ ଆସିଛୁ। ଆମେ ଆପଣଙ୍କୁ ଆଜି ଏକ ନୂଆ ଷ୍ଟାଇଲର ଅଣ୍ଡା ଭୁଜିଆ ନେଇ ଆସିଛୁ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ…

ଆଜି ଘରେ ବନାନ୍ତୁ ଟେଷ୍ଟି କୁରକୁରା ‘ଭେଜିଟେରିୟାନ ନଗେଟ୍ସ’, ଥରେ ଖାଇଲେ ଭୁଲିପାରିବେନି ସ୍ୱାଦ

ବର୍ଷାର ଏହି ଶୀତୁଆ ଶୀତୁଆ ପାଗରେ କିଛି କୁରାକୁରା ଡିସ୍‌ ଏବଂ ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ। ଆପଣଙ୍କ ଏହି ଇଚ୍ଛାକୁ ନଜର ରଖି ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଟେଷ୍ଟି ଭେଜିଟେରିୟାନ ନଗେଟ୍ସ। ଆସନ୍ତୁ ଜାଣିବା ଏହା ବିଷୟରେ। ଆବଶ୍ୟକ ସାମଗ୍ରୀ ପନୀର-୧କପ୍‌, ସୁଜି-୫ ଟେବୁଲ ଚାମଚ,…

ଘରେ ବନାନ୍ତୁ ଟେଷ୍ଟି ସାଉଥ୍‌ ଇଣ୍ଡିଆନ୍‌ ସ୍ପେଶାଲ ‘ନଡିଆ ଚଟଣୀ’, ପ୍ରସ୍ତୁତ କରିବା ପୂରା ସହଜ

ଆପଣ ଘରେ ସାଉଥ୍‌ ଇଣ୍ଡିଆନ୍‌ ଷ୍ଟାଇଲ ନଡିଆ ଚଟଣୀ ବନାଇବାକୁ ଚାହୁଁଛନ୍ତି କି ତାହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକଦମ୍‌ ସହଜ ଉପାୟରେ ପ୍ରସ୍ତୁତ ହେଉଥିବା ନଡିଆ ଚଟଣୀ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ। ଆବଶ୍ୟକ ସାମଗ୍ରୀ ଅଧା ଫାଳ ନଡିଆ,ଅଧା କପ୍‌ ଧନିଆ ପତ୍ର,…

ଖାଇବାକୁ ସ୍ୱାଦିଷ୍ଟ ‘ଆଳୁ କ୍ୟାପସିକମ୍‌ ସବ୍‌ଜୀ’, ଆଜି ଘରେ ବନାନ୍ତୁ

ପ୍ରତିଦିନ ନିରାମିଷ ଖାଉଥିବା ବ୍ୟକ୍ତିଙ୍କ ପାଇଁ କ’ଣ କ’ଣ ରୋଷେଇ କରିବେ ଏହାକୁ ନେଇ ଚିନ୍ତାରେ ପଡିଯାଆନ୍ତି ସବୁ ଗୃହିଣୀ। ସବୁଦିନ ସେହି ଗୋଟେ ପ୍ରକାରର ଖାଦ୍ୟ ଖାଇ ଏବଂ ରାନ୍ଧି ବିରକ୍ତି ମଧ୍ୟ ହୋଇଯାଆନ୍ତି। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ବହୁତ ସହଜ ଏବଂ ଟେଷ୍ଟି ରୋଷେଇ ଶିଖାଇବୁ,…

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ପାଲକ ଶାଗ ମଟନ’, ଜାଣନ୍ତୁ କିପରି ବନାଇବେ

ମାଂସ ଆପଣ ସମସ୍ତେ ରାନ୍ଧି ଖାଇଥିବେ କିନ୍ତୁ କେବେ ଶାଗ ସହିତ ମାଂସ ରାନ୍ଧି ଖାଇଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ବ୍ୟଞ୍ଜନ ବିଷୟରେ ବତାଇବୁ ଯାହା ଆପଣ ସ୍ୱାଦିଷ୍ଟ ଲାଗିବା ସହିତ ଶରୀର ପାଇଁ ଲାଭକାରୀ ମଧ୍ୟ। ତେବେ ଆସନ୍ତୁ ଜାଣିବା କିପରି କରିବେ ଶାଗ ମଟନ। ଆବଶ୍ୟକ ସାମଗ୍ରୀ :…

ସ୍ୱାଦରେ ଭରପୂର କଖାରୁ ରାଇତା, ଆସନ୍ତୁ ଜାଣିବା କିପରି କରିବେ ପ୍ରସ୍ତୁତ

ଖାଇବା ସମୟରେ ସମସ୍ତେ ରାଇତା ଖାଇବାକୁ ପସନ୍ଦ କରିଥାନ୍ତି। ଖାଇବାକୁ ସ୍ପେଶାଲ କରିବାରେ ରାଇତାର ମୁଖ୍ୟ ଭୂମିକା ଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ କ୍ଷୀରି କିମ୍ବା ବୁନ୍ଦି ନୁହେଁ ବରଂ କଖାରୁ ରାଇତା ବିଷୟରେ ଜଣାଇବୁ, ଯାହା ସ୍ୱାଦିଷ୍ଟ ସହ ଟେଷ୍ଟି ହୋଇଥାଏ। ଆସନ୍ତୁ ଜାଣିବା କିପରି କରିବେ…

ସଣ୍ଡେ ଇଭିନିଙ୍ଗକୁ ବନାନ୍ତୁ ସ୍ପେସିଆଲ, ଏବେ ହିଁ ଘରେ ଅତି ସହଜରେ ତିଆରି କରନ୍ତୁ ଚିକେନ ମଲାଇ ସିଖ କବାବ

ଆବଶ୍ୟକୀୟ ସାମଗ୍ରୀ ଚିକେନ କିମା ମେଥିପତ୍ର ଗୋଲମରିଚ ଗୁଣ୍ଡ ଚାଟ ମସାଲା ଅଦାରସୁଣ ପେଷ୍ଟ ପିଆଜ କ୍ରିମ ବ୍ରେଡ କ୍ରମ୍ବ ତେଲ ଲୁଣ ସ୍ବଦାନୁସାରେ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ସମସ୍ତ ସାମଗ୍ରୀକୁ ମିକ୍ସର ଗ୍ରାଇଣ୍ଡରରେ ପେଶି ଦିଅନ୍ତୁ ।…

ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଚକୁନ୍ଦର(ବିଟ୍‌) କବାବ୍‌, ଆଜି ହିଁ ଟ୍ରାଏ କରନ୍ତୁ

ବିଟ୍‌ ଖାଇବାକୁ ଅଧିକାଶ ଲୋକେ ପସନ୍ଦ କରନ୍ତି ନାହିଁ। ଏହା କିନ୍ତୁ ଶରୀର ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ। ପିଲାମାନଙ୍କୁ ଏହା ପସନ୍ଦ ହୋଇନଥାଏ, ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଫାଇଦାଯୁକ୍ତ ହୋଇଥାଏ। ଯଦି ପିଲାମାନଙ୍କୁ ଏହାକୁ ଖାଇବାକୁ ଦେବାକୁ ଚାହୁଁଛନ୍ତି, ତେବେ ଏଥିରେ…

ଘରେ ବନାନ୍ତୁ ବୋଉ ହାତ ରନ୍ଧା ସୁଆଦ ଭଳି ଓଡିଆ ଷ୍ଟାଇଲ୍‌ ଜହ୍ନି ଚିଙ୍ଗୁଡି ଶୁଖୁଆ ତରକାରୀ

ଆପଣ ସବୁବେଳେ ନୂଆ ନୂଆ ପ୍ରକାରର ବ୍ୟଞ୍ଜନ ଖାଇବାକୁ ଇଚ୍ଛା କରନ୍ତି। ତେବେ ଏବେ ଲକଡାଉନ କାରଣ ସମୟରେ ଲୋକେ ବାହାର ଜିନିଷ ନଖାଇ ଘରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଉଛନ୍ତି। ତେଣୁ ଆପଣଙ୍କ ପାଇଁ ଆଜି ଆମେ ନେଇ ଆସିଛୁ ଓଡିଆ ଷ୍ଟାଇଲ ଜହ୍ନି ଚିଙ୍ଗୁଡି ଶୁଖୁଆ ତରକାରୀ। ତେବେ…

ଆଜି ପ୍ରସ୍ତୁତ କରନ୍ତୁ ରେସ୍ତୋରାଁ ଷ୍ଟାଇଲ୍‌ ପିଜ୍ଜା ଫ୍ରାଇଜ୍‌, ସ୍ୱାଦକୁ କେବେବି ଭୁଲିପାରିବେନି ଆପଣ

କିଛି ଜିନିଷ ଏମିତି ଥାଏ ଯାହାକୁ ଖାଇବାକୁ ଲୋକେ ରେସ୍ତୋରାଁକୁ ଖାଇବାକୁ ଯାଆନ୍ତୁ। ଏହି ସବୁ ଡିସ୍‌ ମଧ୍ୟରୁ ଗୋଟିଏ ହେଉଛି ପିଜ୍ଜା ଫ୍ରାଇଜ, ଯାହାର ସ୍ୱାଦ ଆପଣଙ୍କ ମୁହଁରେ ପାଣି ଆଣିଦେବ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ରେଷ୍ଟୁରାଣ୍ଟ ଷ୍ଟାଇଲ ପିଜ୍ଜା ଫ୍ରାଇଜ୍‌। ତେବେ ଆସନ୍ତୁ…

ଆଗକୁ ଆସୁଛି ରକ୍ଷା ବନ୍ଧନ, ଘରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ କାଜୁ କତଲୀ

ଓଡିଶାରେ କିଛି ପର୍ବପର୍ବାଣୀ ହେଲେ ପ୍ରଥମେ ଘରେ ପିଠାପଣା ଏବଂ ମିଠା ପ୍ରସ୍ତୁତ ହୋଇଥାଏ। ପାର୍ବଣ ଋତୁରେ ଘରେ ମିଠା ଏବଂ ପିଠାପଣାର ଆସର ଜମେ। ଆଗକୁ ଆସୁଛି ରକ୍ଷା ବନ୍ଧନ। ତେଣୁ କରୋନା କାଳରେ ବାହାରୁ ନୁହେଁ ଘରେ ବନାନ୍ତୁ ଟେଷ୍ଟୀ ମିଠା ରେସିପି। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କାଜୁ…

ନୂଆ ଷ୍ଟାଇଲରେ ବନାଇ ଖାଆନ୍ତୁ ସିନ୍ଧି କଲରା ଚିପ୍ସ, ସ୍ୱାଦ ଏକଦମ୍ ଜବରଦସ୍ତ

କଲରାର ପିତା ସ୍ୱାଦ ପାଇଁ ଏହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତିନାହିଁ। ସେହିପରି ଆଉ କିଛି ଲୋକ ଏହାର ବିକଳ୍ପ ଖୋଜିଥାଆନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ସ୍ୱାଦର କଲାରା ଚିପ୍ସ ନେଇ ଆସିଛୁ। ଯାହାର ସ୍ୱାଦ ଆପଣଙ୍କ ମନ ଜିଣିନେବ। ତାହେଲେ ଆସନ୍ତୁ ଜାଣିବା ଏହାକୁ…