Browsing Tag

record

ଏସିଆ କପ୍‌ ଫାଇନାଲରେ ରେକର୍ଡ଼, ସିରାଜଙ୍କ ଜଲଓ୍ଵା ଓ ଲଙ୍କାର ଦୁର୍ଦ୍ଦଶା

ଆଜି ଏସିଆ କପ୍‌ କ୍ରିକେଟ୍‌ ଫାଇନାଲ୍‌ରେ ଶ୍ରୀଲଙ୍କାକୁ ଭାରତ ମାତ୍ର ୫୦ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଲା । ଯାହା କୌଣସି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ସବୁଠାରୁ କମ୍‌ ସ୍କୋର । ପୂର୍ବରୁ ୨୦୦୦ ମସିହାରେ ସାରଜାରେ ଶ୍ରୀଲଙ୍କା ବିପକ୍ଷରେ ଭାରତ କରିଥିଲା ସର୍ବନିମକନ ୫୪ ରନ୍‌ । ୨୦୦୨ରେ ସେହି…

ଟ୍ୱିଟର ସ୍ପେସର କରିପାରିବେ ରେକର୍ଡ଼; କମ୍ପାନୀ ଲଞ୍ଚ କଲା ନୂଆ ଫିଚର

ଯଦି ଆପଣ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ସ୍ଥାନ ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ବର୍ତ୍ତମାନ ଆପଣ ସ୍ପେସ୍ ରେକର୍ଡ କରିବାକୁ ମଧ୍ୟ ସକ୍ଷମ ହେବେ। ଟ୍ୱିଟର ନିକଟରେ ସମସ୍ତଙ୍କ ପାଇଁ ଏହି ଫିଚର ଲଞ୍ଚ କରିଛି । ଟ୍ୱିଟର ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ନୂତନ…

ରେକର୍ଡ଼ ଭାଙ୍ଗୁଛି ବର୍ଷା : ଭୁବନେଶ୍ୱରରେ ୬୩ ବର୍ଷ ପରେ ୨୪ ଘଣ୍ଟାରେ ସର୍ବକାଳୀନ ବର୍ଷା ରେକର୍ଡ଼

ଭୁବନେଶ୍ୱର (କେନ୍ୟୁଜ) : ଭୁବନେଶ୍ୱରରେ ୬୩ ବର୍ଷ ପରେ ସର୍ବାଧିକ ବର୍ଷା ରେକର୍ଡ। ଗତ ୨୪ ଘଣ୍ଟାରେ ୧୯୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ। ରାସ୍ତାରେ ଆଣ୍ଟୁଏ ଉଚ୍ଚର ପାଣି ଚାଲୁଛି। ଲହଡି ଭାଙ୍ଗୁଛି ପାଣି। କେଉଁଠି ଘର ଭିତରେ ପାଣି ପଶିଛି ତ ଆଉ…

ସାଉଥ ଆଫ୍ରିକା ବିରୋଧ ଟେଷ୍ଟ ମ୍ୟାଚରେ ଏକ ବିରଳ ରେକର୍ଡ କଲେ ରୋହିତ ଶର୍ମା

ଦକ୍ଷିଣ ଆଫ୍ରିକା ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜିତି ୧-୦ରେ ଶୃଙ୍ଖଳାର ଆଗରେ ଅଛି ଭାରତ । ଏହି ମ୍ୟାଚରେ ସମସ୍ତ ୧୧ ଜଣ ଖେଳାଳି ଭଲ ପଦର୍ଶନ କରିଥିଲେ ମଧ୍ୟ 'ହିଟ ମ୍ୟାନ' ରୋହିତ ଶର୍ମା ଏକ ବିରଳ ରେକର୍ଡ କରିଛନ୍ତି । ପ୍ରଥମ ମ୍ୟାଚରେ ରୋହିତ କ୍ରମାଗତ ଭାବେ ୧୭୬ ଓ ୧୨୭ ରନ କରି…

୧୪୦ ବର୍ଷର ରେକର୍ଡ ଭାଙ୍ଗିଲା ଆଫଗାନିସ୍ତାନ ଦଳ

୧୪୦ ବର୍ଷର ରେକର୍ଡ ଭାଙ୍ଗିଛି ଆଫଗାନିସ୍ତାନ । ଏକ ନୂଆ ଦଳ ହୋଇ ମଧ୍ୟ ଏହି ରେକର୍ଡ ଟିକୁ ହାସଲ କରିପାରିଛି ଏହି ଦଳ । ସୋମବାର ଆଫଗାନିସ୍ତାନ କ୍ରିକେଟ ଦଳ ବାଙ୍ଗଲାଦେଶ ବିରୋଧରେ ୨୨୪ ରନ ସ୍କୋର କରି ଏକ ଐତିହାସିକ ବିଜୟ ହାସଲ କରିଛି । ଏ ପର୍ଯ୍ୟନ୍ତ ଖେଳିଥିବା ସମୁଦାୟ ୩ୟ ଟେଷ୍ଟ ମ୍ୟାଚ…

ଦ୍ୱିଶତକ କରି ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍

ଶୁବମନ ଗିଲ୍ ଦେଶର ସର୍ବକନିଷ୍ଠ କ୍ରିକେଟର ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ୱିଶତକ ଲଗାଇଛନ୍ତି। ଅଧିନାୟକ ହନୁମା ବିହାରୀଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ ଏ’ ବିପକ୍ଷରେ ଏଠାରେ ଚାଲିଥିବା ତୃତୀୟ ଅନ୍ଅଫିସିଆଲ ଟେଷ୍ଟ ମ୍ୟାଚରେ ଭାରତ ଏ ଦୃଢ଼ ସ୍ଥିତିରେ ପହଞ୍ଚନ୍ତି। ୧୯ ର୍ବଷୀୟ ଗିଲ୍ ଭାରତୀୟ…

ବିଶ୍ୱକପ୍‌ରେ ରୋହିତ ଶର୍ମାଙ୍କ ରେକର୍ଡ, ଗୋଟିଏ ବିଶ୍ୱକପ୍‌ରେ ୫ଟିଶତକ କରିଥିବା ପ୍ରଥମ ଖେଳାଳି

ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ରେକର୍ଡ । ଚଳିତ ବିଶ୍ୱକପ୍‌ରେ ଲଗାତାର ୫ଟି ଶତକ ହାସଲ କରିବାରେ ବିଶ୍ୱରେ ପ୍ରଥମ ବ୍ୟାଟସ୍‌ମ୍ୟାନ ହୋଇଛନ୍ତି ରୋହିତ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୯୨ଟି ବଲରୁ ଶତକ ମାରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ସାଉଥ ଆଫ୍ରିକା ବିପକ୍ଷରେ…

ଆଉ ଏକ ରେକର୍ଡ ଅପେକ୍ଷାରେ ରେକର୍ଡମ୍ୟାନ୍‌ ମନୋଜ : ଏକା ସଙ୍ଗେ ପାଟିରେ ରଖିଲେ ୫୩୩ ଷ୍ଟ୍ର

ଗଞ୍ଜାମ : ପାଟିରେ ଏକା ସଙ୍ଗେ ୫୩୩ ଷ୍ଟ୍ର ରଖି ରେକର୍ଡ ସୃଷ୍ଟିର ଉଦ୍ୟମ । ପୂର୍ବରୁ ମୁମ୍ବାଇର ଗିନେସ ରିଷି ନାମକ ଜଣେ ବ୍ୟକ୍ତି ୪୯୬ଟି ଷ୍ଟ୍ରକୁ ୧୦ ସେକେଣ୍ଡ ରଖି ରେକର୍ଡ କରିଥିଲେ । ଏବେ ତାକୁ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି ମନୋଜ । କେବଳ ସେତିକି ନୁହେଁ ୪୦ଟି ଜଳନ୍ତା ମହମବତୀକୁ ୪୦…