ଏସିଆ କପ୍ ଫାଇନାଲରେ ରେକର୍ଡ଼, ସିରାଜଙ୍କ ଜଲଓ୍ଵା ଓ ଲଙ୍କାର ଦୁର୍ଦ୍ଦଶା
ଆଜି ଏସିଆ କପ୍ କ୍ରିକେଟ୍ ଫାଇନାଲ୍ରେ ଶ୍ରୀଲଙ୍କାକୁ ଭାରତ ମାତ୍ର ୫୦ ରନ୍ରେ ଅଲ୍ଆଉଟ୍ କରି ଦେଲା । ଯାହା କୌଣସି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ସବୁଠାରୁ କମ୍ ସ୍କୋର । ପୂର୍ବରୁ ୨୦୦୦ ମସିହାରେ ସାରଜାରେ ଶ୍ରୀଲଙ୍କା ବିପକ୍ଷରେ ଭାରତ କରିଥିଲା ସର୍ବନିମକନ ୫୪ ରନ୍ । ୨୦୦୨ରେ ସେହି…