ବିଶ୍ୱକପ୍ ୨୦୧୯ : ଛୋଟ ବାଉଣ୍ଡାରୀ ଲାଇନ୍, ଅନେକ ରେକର୍ଡ଼ ଭାଙ୍ଗିବା ସମ୍ଭାବନା
ସାରା ବିଶ୍ୱରେ ଏବେ ଓ୍ଵାର୍ଲଡ କପ ଫିଭର୍। କ୍ରିକେଟ ପ୍ରେମୀ ଇଂଲଣ୍ଡ ମୁହାଁ ହେଲେଣି। ଏଥର କିଛି ହେଭିେଓ୍ଵଟ ଖେଳାଳିଙ୍କ ଏହା ଶେଷ ଓ୍ଵାର୍ଲଡ କପ୍ ହେବ । ସେହିପରି ରେକର୍ଡ ଲକ୍ଷ୍ୟରେ ଅଛନ୍ତି ୟଙ୍ଗ ଷ୍ଟାର୍। ବହୁ ନୂଆ ରେକର୍ଡ ବି ହେବାର ସମ୍ଭାବନା ରହିଛି। ନଜର ପକାଇବା ବିଶ୍ୱକପର ଚଳିତ…