ପ୍ରେମିକାକୁୁ ହତ୍ୟାକରି କୂଅରେ ଫିଙ୍ଗିଲା ପ୍ରେମିକ, ୪ ଦିନ ପରେ କୂଅରୁ ଉଦ୍ଧାର ହେଲା ମୃତଦେହ
ବରଗଡ(କେନ୍ୟୁଜ): ତୁ ମୋର ନୁହେଁ ତ କାହାର ନୁହେଁ। ପ୍ରେମିକାକୁ ହତ୍ୟା କରି ଫିଙ୍ଗିଲା ପ୍ରେମିକ। ୪ ଦିନ ପରେ ଗୋଡ଼, ହାତ ବନ୍ଧା ଅବସ୍ଥାରେ କୂଅରୁ ମିଳିଲା ମୃତଦେହ। ଏଭଳି ଏକ ନୃସଂଶ ଘଟଣା ଘଟିଛି ବରଗଡ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ସାଇପାଲି ଗ୍ରାମରେ ।ଏହି ଘଟଣା ଅଞ୍ଚଳର ଚାଞ୍ଚଲ୍ୟ…