ଇଣ୍ଡୋ- ପାକ୍ ସୀମାରୁ ୪୦ କୋଟି ଟଙ୍କାର ହେରୋଇନ ଜବତ
ଫିରୋଜପୁର : ପାକସ୍ତାନ ସବୁବେଳେ ନିଜର ହୀନ ଚକ୍ରାନ୍ତ ପାଇଁ ଜଣାଶୁଣା। ଏମିତିରେ ଏବେ ଏକ ଖବର ଆସିଛି, ଯାହା ଆପଣ ଜାଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ। ଇଣ୍ଡୋ-ପାକ୍ ସୀମାରୁ ଭାରତୀୟ ଯବାନ ୪୦ କୋଟି ଟଙ୍କା ହେରୋଇନ ଜବତ କରିଛି।
ସତଲୁଜ ନଦୀର ଜଳସ୍ତର ବଢିବା ସହିତ ପାକିସ୍ତାନ ଏହା…