ପାଓ୍ଵାରଗ୍ରୀଡ କର୍ପୋରେସନରେ ପଦବୀ ଖାଲି: ବିଟେକ, ବିଏସସି କରିଥିଲେ ତୁରନ୍ତୁ କରନ୍ତୁ ଆବେଦନ
ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ପାଓ୍ଵାର ଗ୍ରୀଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ୍ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଏହି ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ ପାଓ୍ଵରଗ୍ରୀଡର ଅଫିସିଆଲ ସାଇଟ୍ powergrid.in କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ…