Browsing Tag

red ant of mayurbhanja

ଲାଲ ପିମ୍ପୁଡିରୁ ପ୍ରସ୍ତୁତ ହେବ କରୋନା ପ୍ରତିଷେଧକ ଔଷଧ, ୩ ମାସ ଭିତରେ ରିପୋର୍ଟ ଦେବାକୁ ଆୟୁଷ ମନ୍ତ୍ରାଳୟକୁ…

ବାରିପଦା (କେ ନ୍ୟୁଜ୍‌) : ମୟୁରଭଞ୍ଜର ଲାଲ ପିମ୍ପୁଡି କରୋନା ପ୍ରତିଷେଧକ ଔଷଧ ପ୍ରସ୍ତୁତ ହେବା ଆଶା ଉଜ୍ୱଳ । ହାଇକୋର୍ଟ ୩ ମାସ ମଧ୍ୟରେ ସତ୍ୟତା ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଇସିଏମ୍ଆର୍ ଏବଂ ଆୟୁଷ ମନ୍ତ୍ରାଳୟକୁ ଦେଇଛନ୍ତି ନିର୍ଦ୍ଦେଶ। କାଇ ସମ୍ପର୍କରେ ଗବେଷଣା…