ଦେବୀ ମୁହାଣରେ ନାଲି କଙ୍କଡ଼ାଙ୍କ ସମାଗମ, ସ୍ଥାୟୀ ବୋଟିଂର ବ୍ୟବସ୍ଥା ପାଇଁ ଦାବି
ପୁରୀ(କେନ୍ୟୁଜ୍): ପୁରୀ ଜିଲ୍ଲା ଅସ୍ତରଙ୍ଗର ପୀର ଜାହାନିଆ ପର୍ଯ୍ୟଟନସ୍ଥଳୀ। ହେନ୍ତାଳବନର ସୌନ୍ଦର୍ଯ୍ୟ ବେଶ୍ ନିଆରା। ଏହାସାଙ୍ଗକୁ ଦେବୀ ମୁହାଣରେ ନାଲି କଙ୍କଡ଼ାଙ୍କ ସମାଗମ। ଗଙ୍ଗାଦେବୀ ପୀଠରୁ ମୋଟରଡଙ୍ଗା ଯୋଗେ ଦୁଇ ଘଣ୍ଟା ଗଲାପରେ ଦେବୀ ମୁହାଣ ପଡେ। ଏହି ଉପକୂଳରେ ରହିଥିବା ବାଲୁକା…