ଏଣିକି ଟ୍ରାଫିକ୍ ପୋଷ୍ଟରୁ ହଟାଯିବ ରେଡ୍ ଲାଇଟ୍: ଓଭରବ୍ରିଜ, ଆପ୍ରୋଚ ରୋଡ ଭଳି କରାଯିବ ବ୍ୟବସ୍ଥା
ଭୁବନେଶ୍ୱର : ଏଣିକି ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ। ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଏଥିପାଇଁ ବିକଳ୍ପ ବ୍ୟବସ୍ଥା…