Browsing Tag

red line

ମେଡିସିନ୍‌ ପ୍ୟାକେଟ୍‌ରେ କ’ଣ ପାଇଁ ରହିଥାଏ ନାଲି ରଙ୍ଗର ଗାର ? ଏହାକୁ କେବେ କରନ୍ତୁ ନାହିଁ ଅଣଦେଖା

ଆମକୁ କୌଣସି ରୋଗ ହେଲେ ଆମେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡିସିନ ଖାଇଥାଉ। କିନ୍ତୁ ଅନେକ ଥର ଠିକ୍‌ ମେଡିସିନ ଖାଇବା ସତ୍ତ୍ୱେ ମଧ୍ୟ ରୋଗରୁ ମୁକ୍ତି ମିଳିନଥାଏ। ଏଥିପାଇଁ ଆମକୁ ଅନେକ କଷ୍ଟ ସହିବାକୁ ପଡିଥାଏ। କେବଳ ସଠିକ୍‌ ଔଷଧ ସହିତ ଖାଇବା ନୁହେଁ ଖାଇବାର ପ୍ରକ୍ରିୟା ମଧ୍ୟ ଠିକ୍‌…