Browsing Tag

redhakhol

ରେଢ଼ାଖୋଲ ଚାରମାଳ ଇଲେକ୍ଟ୍ରି ଗ୍ରୀଡ଼ରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅଧୀନ ଚାରମାଳ ଥାନା ଅଞ୍ଚଳରେ ନୂତନ ଭାବରେ ଇଲେକ୍ଟ୍ରି ଗ୍ରୀଡ଼ କାମ ହେଉଥିବା ବେଳେ ଗତ ଗୁରୁବାର ମଧ୍ୟରାତ୍ରିରେ ଏକ ଟ୍ରକ ଯୋଗେ ୨୫ ରୁ ୩୦ଜଣ କିଛି ଦୁର୍ବୁତ୍ତ ଆସି ଗ୍ରୀଡ଼ରେ କାମକରୁଥିବା କିଛି ଶ୍ରମିକ ଓ ସିକ୍ୟୁରିଟୀ ଗାର୍ଡଙ୍କୁ ବନ୍ଧୁକ ଓ…

ବିଦ୍ୟୁତ ତାର ନେଲା ୩ ହାତୀଙ୍କ ଜୀବନ, ରେଢାଖୋଲ ଜଙ୍ଗଲରୁ ମୃତଦେହ ଉଦ୍ଧାର

ରେଢାଖୋଲ : ବିଦ୍ୟୁତ ତାର ନେଲା ୩ ହାତୀଙ୍କ ଜୀବନ।  ରେଢାଖୋଲ ନାକଟିଦେଉଳ ରେଞ୍ଜ ଘୋଷରାମାଲ ଗାଁ ବୁରମାଲ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି ।  ୨ଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀ ରହିଛି । ତେବେ ୩ ହାତୀଙ୍କ କିପରି ମୃତ୍ୟୁ ହେଲା ସ୍ପଷ୍ଟ କାରଣ ଜଣାପଡିନଥିବାବେଳେ ବନବିଭାଗ ଘଟଣାସ୍ଥଳରେ…

ସାପ କାମୁଡ଼ାରେ ଚାଲିଗଲା ନାବାଳକର ଜୀବନ

ସମ୍ବଲପୁର :  ରେଢ଼ାଖୋଲ ବ୍ଳକ ଲୁହାପଙ୍କ ପଞ୍ଚାୟତ ଅନ୍ତର୍ଗତ ସାମପୁର ଗାଁ ରେ ଘଟିଛି ଅଭାବନୀୟ ଘଟଣା ।  ଚିତିସାପ କାମୁଡାରେ ଜଣେ ୧୫ ବର୍ଷିୟ ନାବାଳକର ମୃତ୍ୟୁ ହୋଇଛି ।  ମୃତ ଜଣକ ହେଲେ ବଡବାହାଲ ପଞ୍ଚାୟତ ବଡକୁଡା ଗ୍ରାମର ପ୍ରସନ୍ନ ସାହୁଙ୍କ ପୁଅ ସ୍ୱାଗତ ସାହୁ  ।  ସେ ତା ମାମୁଘର…

ଖୁବ ସ୍ୱତନ୍ତ୍ର ସୁହାଣୀ ଦେବୀଙ୍କ ଇତିହାସ, କିନ୍ତୁ ପ୍ରଶାସନ ଅଢୁଆଳରେ ରହିଯାଇଛି ଏହି ପୀଠ

ପ୍ରତିବର୍ଷ ପରି ଭାଦ୍ରବ ମାସ ଗଣେଶ ଚତୁର୍ଥି ପରେ ପ୍ରଥମ ମଙ୍ଗଳବାର ଦିନ ସୁହାଣୀ ଦେବୀଙ୍କ ପୂଜା ହୋଇଥାଏ । ରେଢ଼ାଖୋଲ ବ୍ଲକ ବଂଶାଜାଲ୍ ଗ୍ରାମ ନିକଟସ୍ଥ ସୁହାଣୀ ନାମକ ପାହାଡରେ ରହିଛି ସୁହାଣୀ ଦେବୀଙ୍କ ମନ୍ଦିର । ତେଣୁ ଗତକାଲି ଏହି ଦେବୀଙ୍କ ପୀଠରେ ପୂଜା କରାଯାଇଥିଲା । ପାହାଡର ଚାରିଆଡେ…

ସଙ୍କଟରେ ଗଜରାଜ: କେଉଁଠି ବିଦ୍ୟୁତ ତାର ଲାଗି ତ କେଉଁଠି ରେଳ ଧାରଣାରେ କଟି ହାତୀର ମୃତ୍ୟୁ

ରେଢାଖୋଲ / ବଣାଇ : ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ ।  ରେଢାଖୋଲ ନାକଟିଦେଉଳ ରେଞ୍ଜ ଚରଡ଼ପସି ନିକଟ ଚହଟାପଦା ଠାରେ ହାତୀର ମୃତ୍ୟୁ ଘଟିଛି ।  ଏନଏଚ ଠାରୁ ମାତ୍ର ୨ ଶହ ମିଟର ଦୂରରେ ବିଦ୍ୟୁତ ତାର ଲାଗି ୧୫ ବର୍ଷର ମାଇହାତୀର ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ ମୃତ୍ୟୁ…

ଜାଲ ଦସ୍ତଖତ କରି ୩ ଲକ୍ଷ ଟଙ୍କା ହଡ଼ପ, ରେଢ଼ାଖୋଲ ଥାନା ଘେରିଲେ ଗ୍ରାମବାସୀ

ରେଢ଼ାଖୋଲ : ବିନା ଦସ୍ତଖତରେ ଟଙ୍କା ଉଠାଇଲେ । ୩ ଲକ୍ଷ ଟଙ୍କା କୁଆଡ଼େ ଗଲା ପଚାରିଲାରୁ କହୁଛନ୍ତି ଆମେ ଲାଞ୍ଚ ଦେଇଦେଇଛୁ । କାହାକୁ ଲାଞ୍ଚ ଦେଇଛନ୍ତି ସେ କଥା ପଚାରିଲେ ମୁହଁ ବନ୍ଦ । ଯାହାକୁ ନେଇ ଗୋଷ୍ଠୀ ମହିଳାଙ୍କ ଭିତରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଟଙ୍କା ହଡପ ହୋଇଥିବା ଅଭିଯୋଗ ନେଇ…

ଭାଲୁ ଆକ୍ରମଣରେ ୨ଜଣ ଚାଷୀ ଗୁରୁତର,ତଦନ୍ତ କରୁଛି ବନ ବିଭାଗ

ସମ୍ବଲପୁର:  ଭାଲୁ ଆକ୍ରମଣରେ ଗୁରୁତର । ଘଟଣାଟି ଘଟିଛି ରେଢାଖୋଲ ବନଖଣ୍ଡ ନାକଟି ଦେଉଳ ରେଞ୍ଜ ଘୋଷରାମାଳ ପଞ୍ଚାୟତରେ । ରାଇଲ ଗ୍ରାମର ଦୁଇଜଣ ଚାଷୀ ନିଜ ନିଜର ଚାଷ ଜମିକୁ ଚାଷ କାର୍ଯ୍ୟ କରିବାକୁ ଯାଉଥିଲେ । ଏହି ସମୟରେ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିବା ଜଣାପଡିଛି ।…

ସାନ ଭାଇର ଟାଙ୍ଗିଆ ଚୋଟରେ ବଡଭାଇ ଗୁରୁତର

ରେଢାଖୋଲ: ରେଢାଖୋଲ ଥାନା ବଡକୁଡା ଗ୍ରାମରେ ଘଟିଲା ଅଘଟଣ । ସାନ ଭାଇର ଟାଙ୍ଗିଆ ଚୋଟରେ ଗୁରୁତର ହୋଇ ପଡିଛି ବଡଭାଇ ।  ଏନେଇ ଗୁରୁତର ଅବସ୍ଥାରେ ବଡ ଭାଇକୁ ରେଢାଖୋଲ ମେଡିକାଲରେ ଭର୍ତି କରାଯାଇଛି । ସୂଚନା ଅନୁସାରେ ସରକାରଙ୍କ ଠାରୁ ଆସୁଥିବା କାଳିଆ ଯୋଜନାରେ ସମସ୍ତ ଟଙ୍କା ବଡ ଭାଇକୁ ନ ଦେଇ…

ଖରା ଆରମ୍ଭରୁ ଜଳିଲାଣି ଜଙ୍ଗଲ, ପାଉଁଶ ହୋଇଯାଉଛି ମୂଲ୍ୟବାନ ବୃକ୍ଷରାଜି-ଜୀବଜନ୍ତୁ

ରେଢାଖୋଲ (କେନ୍ୟୁଜ): ଜଳୁଛି ଜଙ୍ଗଲ । ରେଢାଖୋଲ ବନଖଣ୍ଡର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ନିଆଁ । ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ବେପରୁଆ କିଛି ଦୁବୃର୍ତ୍ତଙ୍କ ପାଇଁ ନାକେଦମ ହେଉଛି ବନବିଭାଗ । ଖୋଲଗଡ, ରାଇଲ, ହାତୀଧରା, ଟାଲ ସଂରକ୍ଷିତ ଜଙ୍ଗଲ ସମେତ ବଡବାହାଲ ରେଞ୍ଜର ହାତୀବାହଳ,…

ଏକା ସାଙ୍ଗେ ଲୁଟିନେଲେ ୧୨ରୁ ୧୩ ଲକ୍ଷ ଟଙ୍କାର ମୋବାଇଲ, ଥାନାରେ ଦୋକାନ ମାଲିକ

ରେଢ଼ାଖୋଲ(କେନ୍ୟୁଜ):  ଯେଉଁଠି ଦେଖିବ ଚାରିଆଡ଼େ ଲୁଟର ଖବର । ଦିନ ରାତି କିଛି ମାନୁ ନାହାନ୍ତି ଲୁଟେରା । କେଉଁଠି ଦିନ ଦ୍ୱିପ୍ରହରରେ ଦୋକାନ ବଜାରରେ ଲୁଟ୍‌ କରୁଛନ୍ତି ତ କେଉଁଠି ବିଳମ୍ବିତ ରାତିରେ ସବୁ ଶୋଇଗଲା ପରେ ଘରେ କଳାକନା ବୁଲାଉଛନ୍ତି । ଦିନକୁ ଦିନ ବଢ଼ିବାରେ ଲାଗିଛି ଏ ଲୁଟେରା…

ଆଜି ରେଢ଼ାଖୋଲ ଗସ୍ତରେ ଯିବେ ରାଷ୍ଟ୍ରପତି, ସନ୍ଥ କବି ଭୀମ ଭୋଇଙ୍କ ଜ୍ଞାନପୀଠ ବୁଲି ଦେଖିବେ

ରେଢ଼ାଖୋଲ (କେନ୍ୟୁଜ): ଆଜି ମହାମହିମଙ୍କ ଓଡ଼ିଶା ଗସ୍ତର ଚତୁର୍ଥ ତଥା ଶେଷ ଦିନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଗସ୍ତରେ ଯିବେ । ରେଢ଼ାଖୋଲର ମଧୁପୁରକୁ ରାଷ୍ଟ୍ରପତି ପରିଦର୍ଶନ କରିବେ । ସନ୍ଥକବି ଭୀମ ଭୋଇଙ୍କ ଆବିର୍ଭାବ ପୀଠରେ ସନ୍ଥକବିଙ୍କ…

ମହିଳାଙ୍କୁ ସ୍ୱାବଲମ୍ବୀ କରାଉଛି ଛତୁ ଚାଷ, ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ

ପ୍ରତିଟି ପରିବାରର ଆର୍ଥିକ ବିକାଶ କ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପ୍ରତିଶତ ଢେର ଅଧିକ । ବର୍ଷତମାମ ଗାଁ ଗହଳିର ଗରିବ ଶ୍ରେଣୀର ମହିଳାଙ୍କ ରୋଜଗାରର ମୁଖ୍ୟ ମାଧ୍ୟମ ସାଜିଥିଲା ମୂଲ ମଜୁରୀ ସାଙ୍ଗକୁ ଜଙ୍ଗଲଜାତ ଦ୍ରବ୍ୟ । ଏବେ କିନ୍ତୁ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ…