Browsing Tag

redhakhol bandh

ଆଜି ୧୨ଘଣ୍ଟିଆ ରେଢାଖୋଲ ବନ୍ଦ ଡାକରା, ରାସ୍ତା ସଂପ୍ରସାରଣ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଓ ପୁରୁଣା ରାସ୍ତା…

ରେଢାଖୋଲ(କେନ୍ୟୁଜ୍): ସମ୍ବଲପୁର- ଅନୁଗୋଳ ୫୫ନମ୍ବର ଜାତୀୟ ରାଜପଥର ଚାରିଥାକିଆ ରାସ୍ତା ସଂପ୍ରସାରଣ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଓ ପୁରୁଣା ରାସ୍ତା ମରାମତି ଦାବିରେ ରେଢାଖୋଲ ନାଗରିକ କମିଟି ପକ୍ଷରୁ ଆଜି ୧୨ଘଣ୍ଟିଆ ରେଢାଖୋଲ ବନ୍ଦ ଡାକରା । ସକାଳ ୬ଟା ରୁ ସଂନ୍ଧ୍ୟା ୬ଟା…