ଗୁପ୍ ଚୁପ୍ ବିକାଳିଙ୍କୁ ମରଣାନ୍ତକ ଆକ୍ରମଣ, କାରଣ ଅସ୍ପଷ୍ଟ
ରେଢ଼ାଖୋଲ: ଗୁପ୍ ଚୁପ୍ ବିକାଳିଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି । ରେଢ଼ାଖୋଲ ଥାନା ଲୁହାପଙ୍କ ପଞ୍ଚାୟତ ନବଘନପୁର ଗାଁର ଗୁପ୍ ଚୁପ୍ ବିକାଳି ଲବ ସାହୁଙ୍କୁ କଟୁରୀରେ ଆକ୍ରମଣ କରିଛି ଜଣେ ଦୁବୃର୍ତ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରେଢାଖୋଲ ମେଡିକାଲରେ…