ବଜାରକୁ ଆସିଲା ସାଓମୀର Redmi Smart TV Max, ଘରେ ବସି ସିନେମା ହଲର ମଜା ଉଠାଇ ପାରିବେ ୟୁଜର
ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନୀ ସାଓମୀ Redmi Smart TV Max ଟିଭି କୁ ବଜାରରେ ଲଞ୍ଚ କରିଛି । କମ୍ପାନୀ ଏଥିରେ ୯୮ ଇଞ୍ଚ ଡିଷ୍ପ୍ଲେ ସୁବିଧା ଦେଉଥିବାରୁ ଏହା ୪କେ ଏଚଦଡିଆର ସପୋର୍ଟ କରିପାରିବ । ଏହା ବାଦ କମ୍ପାନୀ ଏଥିରେ ଡ଼ଲବୀ ସାଉଣ୍ଡ ସିଷ୍ଟମ ସହ ଅନ୍ୟାନ ଖାସ ସୁବିଧା ମାନ ବି…