ହଳଦିଆ ସାଢ଼ୀ ପିନ୍ଧା ଅଫିସର ପୁଣି ଟିକଟକରେ କଲେ ବୋବାଲ୍, ଦର୍ଶକ କହିଲେ ସପନା ଚୌଧୁରୀଙ୍କୁ ପକାଇଦେବେ ପଛରେ
ଲୋକସଭା ନିର୍ବାଚନରେ ଡ୍ୟୁଟିରେ ଯାଉଥିବା ଏକ ନିର୍ବାଚନ ଅଧିକାରୀ ହଠାତ୍ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଥିଲେ। ହଳଦିଆ ସାଢ଼ୀ ପିନ୍ଧିଥିବା ମହିଳା ଅଧିକାରୀ ସବୁ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଯାଇଥିଲେ। ନିର୍ବାଚନ ଡ୍ୟୁଟିରେ କାମ କରୁଥିବା ମହିଳା ପିଡବ୍ଲ୍ୟୁଡିର ଅଧିକାରୀ ରୀନା…