ରିଜେନେରନ୍ ଆଣ୍ଟିବଡି କକ୍ଟେଲକୁ ଜରୁରୀକାଳୀନ କୋଭିଡ୍ ରୋଗୀଙ୍କ ବ୍ୟବହାର ପାଇଁ ଅନୁମତି ଦେଲା FDA, ଏଥିରେ ସୁସ୍ଥ…
କେନ୍ୟୁଜ୍(ବ୍ୟୁରୋ): ରିଜେନେରନ୍ ଆଣ୍ଟିବଡି କକ୍ଟେଲକୁ ଅନୁମତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା FDA । ସାମାନ୍ୟରୁ ମଧ୍ୟମ ରୋଗରେ ଆକ୍ରାନ୍ତ କୋଭିଡ୍ ରୋଗୀଙ୍କ ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ଆମେରିକୀୟ କମ୍ପାନୀ ରିଜେନେରୋନ୍ ଦ୍ୱାରା…