ଆଜିଠୁ BSKY ନବୀନ କାର୍ଡ ପାଇଁ ଅନଲାଇନ ଆବେଦନ, ୧୬ ଯାଏ ଚାଲିବ ପଞ୍ଜୀକରଣ
ଭୁବନେଶ୍ୱର (କେନ୍ୟୁଜ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା-ନବୀନ କାର୍ଡ ପାଇଁ ଆଜିଠୁ ଆରମ୍ଭ ହେବ ଆବେଦନ ଓ ପଞ୍ଜିକରଣ । ଏହା ଆସନ୍ତା ୧୬ ତାରିଖ ଯାଏ ଚାଲିବ । ରାଜ୍ୟର ସବୁ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ପର୍ଯ୍ୟାୟକ୍ରମେ ସଂପ୍ରସାରିତ…