କଣ ବଳକା ଖାଦ୍ୟକୁ ପୁଣି ଗରମ କରି ଖାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ
ଆଜିକାଲି ଦୈନନ୍ଦିନ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ । ଏହିସବୁ ମଧ୍ୟରୁ ଗୋଟିଏ କଥା ଉପରେ ଆମେମାନେ ବିଲକୁଲ୍ ଧ୍ୟାନ ଦେଇନଥାଉ କି ବଳକା ରହିଯାଇଥିବା ଖାଦ୍ୟକୁ ପୁଣି ଥରେ ଗରମ କରି ଖାଇବା ଉଚିତ୍ କି ନାହିଁ। କେବେ କେବେ ଆମ ମାନଙ୍କ ପାଖରେ ତାଜା ଖାଦ୍ୟ ପ୍ରସ୍ତୁତ କରିବାରେ…