Browsing Tag

rejected note

ନୟାଗଡ: ଚାନ୍ଦପୁର ଇଣ୍ଡିକ୍ୟାସ ଏଟିଏମରୁ ବାହରୁଛି ପୋଡା ଓ ଚିରାଫଟା ନୋଟ, ସାଧାରଣରେ ତେଜୁଛି ଅସନ୍ତୋଷ

ଚାନ୍ଦପୁର ଥାନା ସମ୍ମୁଖରେ ଥିବା ଇଣ୍ଡିକ୍ୟାସ ଏଟିଏମରୁ ଚିରା ଫଟା ଓ ପୋଡା ନୋଟ ବହାରୁଥିବାର ଅଭିଯୋଗ ହୋଇଛି। ଜଣେ ବ୍ୟକ୍ତି ଆଜି ଏହି ଏଟିଏମରୁ ୧୧୦୦୦ ଟଙ୍କା କାଢୁଥିବା ବେଳେ ସେଥିରୁ ୫୦୦ ଟଙ୍କିଆ ୨୨ ଖଣ୍ଡ ନୋଟ ବାହାରିଥଲା। ହେଲେ ଏହି ୨୨ ଖଣ୍ଡ ନୋଟ ଚିରା ଫଟା ଓ ପୋଡା ନୋଟ ବାହାରି ଥିବାର…