ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତ ଆଣିବାର ରାସ୍ତା ସଫା! ବ୍ରିଟେନ ହାଇକୋର୍ଟ ଖାରଜ କଲେ ପିଟିସନ
ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତ ଅଣାଯିବାର ରାସ୍ତା ସଫା ହୋଇଛି। ବ୍ରିଟେନ ହାଇକୋର୍ଟ ତାଙ୍କ ପିଟିସନ ଖାରଜ କରି ଦେଇଛନ୍ତି। ହାଇକୋର୍ଟ କହିଛନ୍ତି କି, ନିରବ ମୋଦିଙ୍କ ପ୍ରତ୍ୟାର୍ପଣ ଭୁଲ ହେବ ନାହିଁ। କହି ରଖୁଛୁ, ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟଙ୍କ ଦ୍ୱାରା ୨୦୧୯,…