ରାଜନଗରରେ ପୁଣି ଚାଞ୍ଚଲ୍ୟ, ନାବାଳିକାକୁ ଅପହରଣ କରି ଦେହ ବ୍ୟବସାୟ କରିବାକୁ ବାଧ୍ୟ କରୁଥିଲେ ଯୁବକ
ପଟ୍ଟାମୁଣ୍ଡାଇ : ରାଜନଗର ତାଳଚୁଆ ଥାନା ଅନ୍ତର୍ଗତ ଚାଁଆରକୁଲା ଗାଁରେ ଘଟିଛି ଅଭାବନୀୟ ଘଟଣା। ନାବାଳିକାକୁ ଅପହରଣ କରି ଜିଲ୍ଲା ବାହାରେ ଦେହବ୍ୟବସାୟରେ ଲଗାଉଥିଲେ ମହିଳା । ଏଭଳି ଅଭିଯୋଗ କରିଛନ୍ତି ଖୋଦ ନାବାଳିକା ।
ଗ୍ରାମର ସଂଙ୍ଗିତା ନାମକ ଜଣେ ନାବାଳିକା ଝିଅ ଗତ ୩୦ ତାରିଖ ଦିନ ଠାରୁ…