ପୁଣିଥରେ ଭାଙ୍ଗିଲା ଶ୍ୱେତା ତିଓ୍ଵାରୀଙ୍କ ବିବାହ, ଆଉଥରେ ପ୍ରେମରେ ପଡ଼ିବାକୁ ନେଇ ଏହି ଟେଲି ଅଭିନେତ୍ରୀ ଦେଲେ ଏଭଳି…
ଟେଲି ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀଙ୍କ ରିଲ୍ ଲାଇଫ୍ ରିଲେସନ୍ ଯେତେ ଷ୍ଟଙ୍ଗ୍ ତାଙ୍କ ରିୟଲ ଲାଇଫ୍ ସମ୍ପର୍କ ସେତେ ଦୁର୍ବଳ। କସୌଟି ଜିନ୍ଦେଗୀ କି ସିରିୟଲ୍ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିବା ଶ୍ୱେତାଙ୍କୁ ଦାମ୍ପତ୍ୟ ଜୀବନରେ ଖୁବ୍ କଷ୍ଟ ସହିବାକୁ ପଡ଼ିଛି। କିନ୍ତୁ ସବୁ…