Browsing Tag

relationship tips

ପ୍ରେମ ଭାବି ସମ୍ପର୍କରେ ଥିଲେ ସାବଧାନ ରୁହନ୍ତୁ, ଆକର୍ଷଣ ବି ଭାଙ୍ଗିପାରେ ହୃଦୟ

କିଛି ଲୋକ ଏପରି ଥାନ୍ତି ଯେଉଁମାନେ ପ୍ରେମ ନୁହେଁ ଆକର୍ଷଣର ଶିକାର ହୋଇଥାନ୍ତି ଏବଂ ଏଭଳି ସମ୍ପର୍କକୁ ପ୍ରେମ ବୋଲି ଭାବି ନିଅନ୍ତି । ଏହା ଦ୍ୱାରା ସେମାନଙ୍କୁ ଆଘାତ ହୋଇଥାଏ । କଷ୍ଟ ମିଳିବାର କାରଣ ହେଉଛି ଆକର୍ଷଣକୁ ମଣିଷ ଭୁଲବଶତଃ ପ୍ରେମ ଭାବି ନେଇଥାଏ । ସେହିପରି ଯଦି ଆପଣ କାହା ପ୍ରତି…

ରିଲେସନ୍‌ସିପ୍‌ ଟିପ୍ସ : ପାର୍ଟନର ସହ ପ୍ରତିଦିନ ଝଗଡା ହେଉଛି କି ? ଜାଣନ୍ତୁ ଏହା ଆପଣଙ୍କ ସମ୍ପର୍କ ପାଇଁ ଠିକ୍‌ ନା…

ଆଜିର ସମୟରେ ସମ୍ପର୍କର ଅର୍ଥ ବଦଳୁଛି । ବର୍ତ୍ତମାନ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ୨୦ ବର୍ଷ ପୂର୍ବେ ଭଳି ନୁହେଁ । ଆଜିର ସଂପର୍କରେ ବିଶ୍ୱାସ ଏବଂ ଭଲ ପାଇବାର ଅଭାବ ଦେଖାଯାଉଛି । ଦମ୍ପତିମାନେ ଛୋଟ ଜିନିଷ ଉପରେ ଝଗଡା କରିବାରେ ଲାଗିଛନ୍ତି । ସେଥିପାଇଁ ଆମେ ଆଜି ଆପଣଙ୍କୁ ନିଜ…

ଆପଣଙ୍କ ରିଲେସନ୍‌ସିପ୍‌ରେ ବାରମ୍ବାର ଝଗଡା ହେଉଛି କି ? ଆପଣନ୍ତୁ ଏହି ଆଇଡିଆ ସବୁ ଠିକ୍‌ ହେବ

ସମ୍ପର୍କ ଗୋଟିଏ ଏପରି ଶବ୍ଦ ଯାହା ଜଣେ ଲୋକ ସହ ଅନ୍ୟ ଜଣେ ଲୋକକୁ ଯୋଡି ରଖିଥାଏ । ଯେତେବେଳେ ଆମେ ଏକ ନୂତନ ସମ୍ପର୍କକୁ ଯାଇଥାଉ ସେତେବେଳେ ସେଥିରେ ବହୁତ ଭଲ ପାଇବା ରହିଥାଏ, ଆମେ ପରସ୍ପର ସହିତ ସମୟ ବିତାଇବାକୁ ପସନ୍ଦ କରିଥାଉ କିନ୍ତୁ ସମୟ ସହିତ ଆମେ ସମ୍ପର୍କରେ ଭଲପାଇବାର ଅଭାବ ଅନୁଭବ…

ଆପଣଙ୍କ ପାର୍ଟନର ଆପଣଙ୍କ ଉପରେ ସନ୍ଦେହ କରୁଛନ୍ତି କି ? ଏହି ଉପାୟରେ ଜିତନ୍ତୁ ତାଙ୍କ ବିଶ୍ୱାସ

ସମ୍ପର୍କ ଗୋଟିଏ ଏମିତି ଶବ୍ଦ ଯେଉଁଥିରେ ସବୁ ଲୋକ ଯୋଡି ହୋଇ ରହିଥାନ୍ତି । ସେ ବନ୍ଧୁତା ହେଉ କିମ୍ବା ରିଲେସନ୍‌ସିପ୍‌ ସବୁ ଜିନିଷ ବାନ୍ଧି ହୋଇଥାଏ । ଆପଣମାନେ ତ ଜାଣିଥିବେ ଯେ ବର୍ତ୍ତମାନ ଗୋଟିଏ ସମ୍ପର୍କ ତିଆରି କରିବା ପାଇଁ ବହୁତ ସମୟ ଲାଗିଥାଏ । କିନ୍ତୁ ସେହି ସମ୍ପର୍କ ଭାଙ୍ଗିବା ପାଇଁ…

ରିଲେସନ୍‌ସିପ୍‌ ଟିପ୍ସ : ଜାଣନ୍ତୁ ରିଲେସନ୍‌ସିପ୍‌କୁ ନେଇ ୫ଟି ରେଡ୍‌ ଫ୍ଲାଗ୍‌

ବର୍ତ୍ତମାନର ରିଲେସନ୍‌ସିପ୍‌ ପ୍ରଥମେ ଯେତେବେଳେ ଆରମ୍ଭ ହେଉଛି, ସେତେବେଳେ ସବୁ ଠିକ୍‌ ରହୁଛି । କିନ୍ତୁ ଯେପରି ଦୁଇ ଜଣ ପରସ୍ପର ସହ ଅଧିକ ସମୟ କାଟିବା ଆରମ୍ଭ କରୁଛନ୍ତି, ତେବେ ଧୀରେ ଧୀରେ ପରସ୍ପର ମଧ୍ୟରେ ଭଲ ପାଇବା ଓ ବ୍ୟବହାର ବଦଳିବାକୁ ଲାଗିଥାଏ । ଏପରି ପରିବର୍ତ୍ତନକୁ ଅନେକ ଥର ଦୁଇ…

ଆପଣଙ୍କ ପାର୍ଟନରଙ୍କ ମଧ୍ୟରେ ଦେଖିବା ପାଇଁ ମିଳୁଛି କି ଏହି ଅଭ୍ୟାସ ? ଜାଣନ୍ତୁ କ’ଣ କରିବେ

ଯେକୌଣସି ସମ୍ପର୍କ ହେଉ ନା କାହିଁକି ସେଥିରେ ଭରସା, ବିଶ୍ୱାସ ଓ ଭଲ ପାଇବା ରହିବା ବହୁତ ଜରୁରୀ ହୋଇଥାଏ । ହେଲେ ବର୍ତ୍ତମାନ ସମୟରେ ଲୋକମାନଙ୍କ ସମ୍ପର୍କ ଏଥିପାଇଁ ଭାଙ୍ଗି ଯାଉଛି, କାରଣ ସେଥିରେ ବିଶ୍ୱାସ ଓ ଭଲ ପାଇବା ରହୁ ନାହିଁ । ଏଭଳି ପରିସ୍ଥିତିରେ କିଛି ଲୋକ ନିଜ ରିଲେସନ୍‌ସିପ୍‌ରେ…

ଜାଣନ୍ତୁ ଏହି ୫ଟି ଜିନିଷ ଯାହାଦ୍ୱାରା ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ ହୋଇଯିବ

ଜୀବନରେ ଅନେକ ଲୋକଙ୍କ ସହ ବିଭିନ୍ନ ପ୍ରକାରର ସମ୍ପର୍କ ତିଆରି ହୋଇଥାଏ । ହେଲେ ସମସ୍ତ ସମ୍ପର୍କ ଠାରୁ ଭିନ୍ନ ହୋଇଥାଏ ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କ । ତେବେ ଆପଣମାନେ ଏହା ଜାଣିଥିବେ ଯେ ଏହା ଏକ ଏପରି ସମ୍ପର୍କ ଯାହା ଦୁଇଜଣ ଲୋକଙ୍କୁ ଏକାଠି ଆଣିଥାଏ ଓ ଜୀବନ ସାରା ଏକାଠି ରହିବା ପାଇଁ…

ପିଲାଙ୍କୁ ମାରପିଟ୍ କରିବା ବଦଳରେ କରନ୍ତୁ ଏହି କାମ, ମାନିବେ ଆପଣଙ୍କର ସବୁ କଥା

ଅଧିକ ସ୍ନେହ ଶ୍ରଦ୍ଧା ଯୋଗୁ ପିଲାମାନେ ବିଗିଡ଼ି ଯାଇଥାନ୍ତି। ପିଲା ଛୋଟ ଥିବା ବେଳେ ତାଙ୍କ ସମସ୍ତ ଜିଦକୁ ବାପା ମା ନିର୍ଦ୍ୱନ୍ଦ୍ୱରେ ପୂରଣ କରିଥାନ୍ତି। ଏଣୁ ବଡ଼ ହେବା ପରେ ବି ସେହି ଅଭ୍ୟାସ ରହିଯାଏ। ଫଳରେ ପିଲାମାନେ ଜିଦିଆ ହୋଇଯାଆନ୍ତି। ଏହି ବଦଭ୍ୟାସ ଯୋଗୁ ଅଭିଭାବକମାନେ ସବୁଠୁ ବେଶୀ…

ରିଲେସନସିପ୍‌ ଟିପ୍ସ : ଭୁଲରେ ବି କୁହନ୍ତୁ ନାହିଁ ପତ୍ନୀକୁ ଏହି କଥା, ନହେଲେ ଝଗଡ଼ା ଥୟ

ପତି ପତ୍ନୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ଛୋଟ ଛୋଟ କଥାକୁ ନେଇ ଝଗଡା ହୋଇଥାଏ । ଅଧିକାଂଶ ସମୟରେ ପତିଙ୍କର ଅଭିଯୋଗ ଥାଏ ଯେ ପତ୍ନୀଙ୍କୁ ଛୋଟ ଛୋଟ କଥା ଖରାପ ଲାଗିଥାଏ । ହେଲେ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ପତ୍ନୀ କାହିଁକି ବିଗିଡି ଯାଇଥାନ୍ତି । ତେବେ ଆଜି ଆସନ୍ତୁ ଜାଣିବା…

ଅଭିଭାବକଙ୍କ ପାଇଁ ଟିପ୍ସ: ପିଲାଙ୍କ ସାମ୍ନାରେ କେବେବି କୁହନ୍ତୁନି ଏହି କଥା, ପଡିପାରେ ଭବିଷ୍ୟତ ଉପରେ ଖରାପ ପ୍ରଭାବ

ବେଳେ ବେଳେ ଅନେକ ଅଭିଭାବକ ଥାଆନ୍ତି ଯେଉଁମାନେ ପିଲାମାନଙ୍କ ସାମ୍ନାରେ ଏମିତି କିଛି କଥା କୁହନ୍ତି ଯାହା ତାଙ୍କ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଆପଣ କିଛି ଜିନିଷ କଥା ହେବା ସମୟରେ କିଛି କଥା ଉପରେ ଗୁରୁତ୍ବ ଦେବା ନିହାତି ଦରକାର୍। ବେଳେବେଳେ କ୍ରୋଧ, ରାଗ କିମ୍ବା…

ସଫଳ ବୈବାହିକ ଜୀବନର ଏ ହେଉଛି ୫ ଟି ବଡ଼ ସିକ୍ରେଟ, ଆପଣ ବି ଜାଣନ୍ତୁ ଏ ରହସ୍ୟ

ସମ୍ପର୍କକୁ ମଜବୁତ କରିବା ପାଇଁ ପତି -ପତ୍ନୀ ଉଭୟଙ୍କ ପ୍ରତି ସମର୍ପଣ ଭାବ ରହିବା ଉଚିତ | ଯଦି ଆପଣ ବି ଆପଣଙ୍କ ମେରେଡ ଲାଇଫକୁ ସଫଳ କରିବାକୁ ଚାହାଁନ୍ତି ତାହେଲେ କିଛି ଖାସ ସିକ୍ରେଟ ଆପଣଙ୍କ କାମରେ ଆସିପାରେ | ଜାଣନ୍ତୁ ଏହି ସିକ୍ରେଟ ବିଷୟରେ | ଆପଣ ଯେମିତି ସେମିତି ହିଁ ରହନ୍ତୁ -…

ଆପଣଙ୍କ ଏହି କାର୍ଯ୍ୟକଳାପ ସମ୍ପର୍କରେ ସୃଷ୍ଟି କରିପାରେ ସନ୍ଦେହର ବାତାବରଣ, ଜାଣନ୍ତୁ

ବିବାହର ପ୍ରଥମ ଦିନଗୁଡ଼ିକରେ ପ୍ରାୟତଃ ପତିପତ୍ନୀ ନିଜର ପାର୍ଟନରଙ୍କ ସାମ୍ନାରେ ନିଜ ପଜେଟିଭ ଗୁଣଗୁଡ଼ିକୁ ରଖିଥାନ୍ତି | ଏବଂ ଏହି କାରଣରୁ ସେମାନଙ୍କ ଭିତରେ ପଜେଟିଭିଟି ବନି ରହିଥାଏ | ସମ୍ପର୍କରେ ମଧୁରତା ରହିଥିବା କାରଣରୁ ପ୍ରେମ ମଧ୍ୟ ବହୁତ ରହିଥାଏ | କିନ୍ତୁ ଯେତେ ଯେତେ ସମ୍ପର୍କ ପୁରୁଣା…