Browsing Tag

relationship tips

ପାର୍ଟନରଙ୍କୁ ଏଭଳି ମିଛ କହିବା ଦ୍ୱାରା ପ୍ରେମ ବଢ଼େ, ଆପଣ ବି ନିଶ୍ଚୟ ଟ୍ରାଏ କରନ୍ତୁ

ପ୍ରେମ ସମ୍ପର୍କରେ ଉଭୟ ପାର୍ଟନରଙ୍କ ମଧ୍ୟରେ ପ୍ରେମ୍‌ ଖୁବ୍‌ ଜରୁରୀ। ତେବେ ଏହା ମଧ୍ୟ ସତ ଯେ କେବଳ ପ୍ରେମରେ ଜୀବନ ଚାଲେନି। ସମ୍ପର୍କରେ ପ୍ରେମ ବ୍ୟତୀତ ଅନ୍ୟ କେତେକ ବିଷୟ ପ୍ରତି ମଧ୍ୟ ଯତ୍ନବାନ ହେବାକୁ ପଡ଼ିଥାଏ। ଯଥା: ଉଭୟଙ୍କର ପରସ୍ପର ପ୍ରତି କେତେ ସମ୍ମାନ ଅଛି, ପରସ୍ପରର ଇମୋସନକୁ…

ଏହି ଉପାୟରେ ସାଥୀଙ୍କ ସ୍ୱରରୁ ଜାଣନ୍ତୁ ସେ ଆପଣଙ୍କୁ ଧୋକା ଦେଉନାହାନ୍ତି ତ!

ଆଜିକାଲି ରିଲେସନ୍‌ସିପ୍‌ରେ ମିଛ କହିବା ଓ ଧୋକା ଦେବା ଏକ ସାଧାରଣ କଥା ପାଲଟିଛି। ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣାର ଅଭାବ ଥିଲେ ଏଭଳି ପରିସ୍ଥିତି ଅଧିକ ଉପୁଜେ। ଘରେ ସ୍ତ୍ରୀ ସହ ଝଗଡ଼ା କରି ଅଧିକାଂଶ ପୁରୁଷ ବାହାରେ ପର ମହିଳାଙ୍କ ସହ ସମ୍ପର୍କ ରଖୁଛନ୍ତି। ପୂର୍ବ ତୁଳନାରେ ଏବେ ଏଭଳି ମାମଲା…

‘ପୋଡ଼ା ରୁଟି କାହାକୁ କଷ୍ଟ ଦିଏ ନାହିଁ, କଷ୍ଟ ଦିଏ କଟୁ କଥା’

କଥାଟି ଗୋଟିଏ ଗପରୁ ଆରମ୍ଭ କରୁଛି । ଯାହା ଗପ କହିଲେ ଭୁଲ ହେବ । କାରଣ ଏହି ଘଟଣା ଘଟିଥିଲା ଆମର ପୂର୍ବତନ ସ୍ୱର୍ଗତ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ପିଲା ବେଳେ । ଯାହାକୁ ସେ ପରେ ଖୋଲି କରି କହିଥିଲେ । ଏକଥା ତ ସମସ୍ତଙ୍କୁ ଜଣା ଯେ ଅବଦୁଲ କଲାମଙ୍କ ଜୀବନୀ କେତେ ପ୍ରେରଣାଦାୟୀ ଓ…

ଖରାପ ରିଲେସନ୍‌ସିପ୍‌ ଯୋଗୁ ବିଗିଡ଼ିପାରେ ଆପଣଙ୍କ ସ୍ୱାସ୍ଥ୍ୟ, ଦେଖାଦେଇପାରେ ଏସବୁ ଗମ୍ଭୀର ରୋଗ

ରିଲେସନ୍‌ସିପ୍‌ରେ ରହିବା ପରେ ସମସ୍ତେ ଚାହାନ୍ତି ପାର୍ଟନର ସହ ତାଙ୍କର ଯେମିତି ପାଟିତୁଣ୍ଡ ନ ହେଉ। ଖୁସିରେ ଜୀବନ କାଟିବାକୁ ଉଭୟ ଚେଷ୍ଟା କରିଥାନ୍ତି। ସମ୍ପର୍କକୁ ମଜଭୁତ କରିବା ଓ ପରସ୍ପର ସହ ଖୁସିରେ ରହିବା ଖୁବ୍‌ ସହଜ, କିନ୍ତୁ ସମୟ ସହ କେତେକ କଥା ସହ ବୁଝାମଣା କରି ଚଳିବାକୁ ପଡ଼େ।…

ଏଭଳି ପୁରୁଷଙ୍କ ସହ କୌଣସି ସମ୍ପର୍କ ରଖିବାକୁ ଚାହାନ୍ତିନି ମହିଳା, ଆପଣଙ୍କର ବି ନାହିଁ ତ ଏହି ଗୁଣ

ସମସ୍ତେ ଚାହାନ୍ତି ପାର୍ଟନର ତାଙ୍କୁ ସବୁଠୁ ଭଲ ଭାବେ ବୁଝନ୍ତୁ। କହିବା ପୂର୍ବରୁ ତାଙ୍କର ପ୍ରତିଟି ସ୍ୱପ୍ନ ପୂରଣ କରନ୍ତୁ। ଏଣୁ ବିବାହ ପୂର୍ବରୁ ସେମାନେ ମନଲାଖି ସାଥୀର ସନ୍ଧାନ କରିଥାନ୍ତି। ଖାସ୍‌ କରି ଝିଅମାନେ ଜଣେ ଏମିତି ପୁରୁଷ ସହ ସାରା ଜୀବନ ବିତାଇବାକୁ ଚାହାନ୍ତି ଯିଏ…

ଡେଙ୍ଗା ତୁଳନାରେ ଗେଡ଼ା ଝିଅଙ୍କୁ ଅଧିକ ପସନ୍ଦ କରନ୍ତି ପୁରୁଷ, ଜାଣନ୍ତୁ କାହିଁକି

ଅଧିକାଂଶ ପୁରୁଷ ଡେଙ୍ଗା ଝିଅଙ୍କ ତୁଳନାରେ କମ୍‌ ଉଚ୍ଚତା ବିଶିଷ୍ଟ ବା ଗେଡ଼ା ଝିଅଙ୍କୁ ପସନ୍ଦ କରିଥାନ୍ତି। କାରଣ ଗୋଡ଼ା ଝିଅମାନେ ବହୁତ କ୍ୟୁଟ୍‌ ହୋଇଥାନ୍ତି। ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଝିଅମାନେ ଲମ୍ବା ଚଉଡ଼ା ପୁରୁଷଙ୍କୁ ପସନ୍ଦ କରୁଥିବା ବେଳେ ପୁଅମାନେ କିନ୍ତୁ ଗେଡ଼ା ଝିଅଙ୍କୁ ପସନ୍ଦ…

ଏହି କାରଣରୁ ପୁରୁଷମାନେ ଅନ୍ୟ ମହିଳାଙ୍କ ପ୍ରତି ଆକର୍ଷିତ ହୋଇ ଗଢ଼ିଥାନ୍ତି ନୂଆ ସମ୍ପର୍କ

ପ୍ରେମ ସମ୍ପର୍କ ଭାଙ୍ଗିବା କିଛି ନୂଆ କଥା ନୁହେଁ, କିନ୍ତୁ କେଉଁ କାରଣରୁ ସମ୍ପର୍କ ଭାଙ୍ଗୁଛି ତାହା ଜାଣିବା ଜରୁରୀ। କାରଣ ବେଳେବେଳେ ସମ୍ପର୍କ ଭାଙ୍ଗିବା ପାଇଁ ଉଭୟ ମହିଳା ଓ ପୁରୁଷ ଦାୟୀ ହେଇଥିବା ବେଳେ ଆଉ କେତେ ବେଳେ ଜଣଙ୍କ ଭୁଲ ଯୋଗୁ ସମ୍ପର୍କ ଭାଙ୍ଗିଥାଏ। କିନ୍ତୁ ଏହି ମାମଲାରେ…

ବିବାହ ପୂର୍ବରୁ ପାର୍ଟନରଙ୍କର ଏସବୁ କଥାକୁ ନିଶ୍ଚୟ ନୋଟିସ୍‌ କରନ୍ତୁ, ନଚେତ୍‌ ପରେ ଦେଖାଦେଇପାରେ ସମସ୍ୟା

ଭାରତୀୟ ପରମ୍ପରାରେ ବିବାହର ଏକ ବିଶେଷ ମହତ୍ତ୍ୱ ରହିଛି। ବିବାହ ପରେ ଉଭୟ ପୁଅ ଓ ଝିଅଙ୍କ ଜୀବନ ବଦଳିଯାଏ। ପ୍ରେମ ବିବାହରେ ପୁଅ ଝିଅ ପରସ୍ପରକୁ ଜାଣିଥିବା ବେଳେ ଆରେଞ୍ଜ ମ୍ୟାରେଜ୍‌ରେ ଏଭଳି ହୋଇନଥାଏ। ବିବାହ ପରେ ହିଁ ଉଭୟେ ଉଭୟଙ୍କୁ ଜାଣିଥାନ୍ତି। ସେତେବେଳେ ଯଦି କାହାକୁ କାହାର କେଉଁ ଗୁଣ…

ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାକୁ ଆପଣାନ୍ତୁ ଏସବୁ ଉପାୟ, ନିବିଡ଼ ହେବ ସମ୍ପର୍କ

ବିବାହକୁ ନେଇ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି। ସମସ୍ତେ ଜଣେ ଏମିତି ବ୍ୟକ୍ତିକୁ ଜୀବନସାଥୀ ରୂପେ ଚୟନ କରିବାକୁ ଚାହାଁନ୍ତି ଯିଏ ତାଙ୍କର ସବୁ ସୁଖ ଦୁଃଖରେ ସାଥ୍‌ ଦେବ, ସବୁବେଳେ ସାଙ୍ଗରେ ରହିବ। ପତିପତ୍ନୀଙ୍କ ମଧ୍ୟରେ ଯଦି ଚିନ୍ତାଧାରା ସମାନ ରହିଲା ତେବେ କୌଣସି ସମସ୍ୟା ଦେଖାଦିଏ ନାହିଁ।…

ଏସବୁ ଲକ୍ଷଣରୁ ଜାଣନ୍ତୁ, ସ୍ୱାମୀଙ୍କ ଜୀବନରେ ଆସି ସାରିଲେଣି ଦ୍ଵିତୀୟ ମହିଳା

ରିଲେସନସିପରେ ଦୁଇ ପ୍ରେମୀଙ୍କ ମଧ୍ୟରେ କେତେବେଳେ କିଏ ଆସିବ ତାହା କେହି କହିପାରିବେ ନାହିଁ। ସ୍ୱାମୀଙ୍କ ଆବଶ୍ୟକତାକୁ ପୂରଣ କରିନ ପାରିଲେ ସେ ଅନ୍ୟଠାରୁ ଉକ୍ତ ଆବଶ୍ୟକତା ପୂରଣ କରିଥାନ୍ତି। ଏହି କାରଣରୁ ଜୀବନରେ ତୃତୀୟ ଲୋକର ପ୍ରବେଶ ହୋଇଥାଏ। ବର୍ତ୍ତମାନ ସମୟରେ ଏଭଳି ମାମଲା ଅଧିକ…

ପିଲାଙ୍କୁ ମାଡ଼ପିଟ୍ କରିବା ବଦଳରେ କରନ୍ତୁ ଏହି କାମ, ମାନିବାକୁ ଲାଗିବ ଆପଣଙ୍କ ସବୁ କଥା

ଅଧିକ ସ୍ନେହ ଶ୍ରଦ୍ଧା ଯୋଗୁ ପିଲାମାନେ ବିଗିଡ଼ି ଯାଇଥାନ୍ତି। ପିଲା ଛୋଟ ଥିବା ବେଳେ ତାଙ୍କ ସମସ୍ତ ଜିଦକୁ ବାପା ମା ନିର୍ଦ୍ୱନ୍ଦ୍ୱରେ ପୂରଣ କରିଥାନ୍ତି। ଏଣୁ ବଡ଼ ହେବା ପରେ ବି ସେହି ଅଭ୍ୟାସ ରହିଯାଏ। ଫଳରେ ପିଲାମାନେ ଜିଦିଆ ହୋଇଯାଆନ୍ତି। ଏହି ବଦଭ୍ୟାସ ଯୋଗୁ ଅଭିଭାବକମାନେ ସବୁଠୁ ବେଶୀ…

ଆପଣ ବି ଭୁଲ ସମ୍ପର୍କରେ ଫସି ଯାଇଛନ୍ତି କି ! ପାର୍ଟନରଙ୍କ ସହ କଥା ହୋଇ ଏହି ଉପାୟରେ କରନ୍ତୁ ବ୍ରେକ୍‌ଅପ୍‌, ପଛକୁ…

କୌଣସି ସମ୍ପର୍କକୁ ଗଢ଼ିବା ଓ ଶେଷ ପର୍ଯ୍ୟନ୍ତ ତାହାକୁ ବଜାୟ ରଖିବା ଦୁଇଟି ଭିନ୍ନ କଥା। ବର୍ତ୍ତମାନ ସମୟରେ ଲୋକମାନେ ଯେତେ ଶୀଘ୍ର ସମ୍ପର୍କ ଗଢ଼ୁଛନ୍ତି ସେତେ ଶୀଘ୍ର ଭାଙ୍ଗୁଛନ୍ତି ମଧ୍ୟ। ଏଣୁ ଏବେ ସାମାଜିକ ସମ୍ପର୍କରେ ଏତେଟା ଦୃଢ଼ତା ରହୁନାହିଁ। ସେହି ଅନୁସାରେ ପରସ୍ପର ପ୍ରତି ମନୋଭାବ ମଧ୍ୟ…