Browsing Tag

relationship tips

ବିବାହ ପରେ ଝିଅମାନେ ଭୁଲରେ ବି କରନ୍ତୁ ନାହିଁ ଏମିତି ଭୁଲ, ନଚେତ ସମ୍ପର୍କ ହୋଇଯିବ ଖରାପ

ବିବାହ ପରେ ମହିଳାମାନଙ୍କ ଜୀବନରେ କେତେକ ପରିବର୍ତ୍ତନ ଆସିଥାଏ | କେବେକେବେ ସାବଧାନତା ଅବଲମ୍ବନ କଲା ପରେ ମଧ୍ୟ ଏମାନଙ୍କ ଦ୍ୱାରା ଏମିତି ଛୋଟଛୋଟ ଭୁଲ ହୋଇଯାଏ, ଯାହା ବହୁତ ବଡ ଆକାର ଭୁଲ ହୋଇଯାଏ | ଏହି କାରଣରୁ ବୈବାହିକ ଜୀବନ ଖରାପ ହୋଇଯାଇଥାଏ | ବିବାହ ଜୀବନର ଏକ ନୂଆ ଅଧ୍ୟାୟ ବୋଲି…

କାହିଁକି ବେଳେ ବେଳେ ସମ୍ପର୍କରେ ଟିକିଏ ବ୍ରେକ ଅପ୍‌ ଜରୁରୀ, କାରଣ ପାର୍ଟନରଙ୍କ ସହ ପ୍ରେମ ଆହୁରି ଭଲ ହୋଇଥାଏ

ବେଳେ ବେଳେ ଏପରି ହୋଇଥାଏ ଯେ ବଏ ଫ୍ରେଣ୍ଡ ଓ ଗାର୍ଲ ଫ୍ରେଣ୍ଡଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଭଲ ଥାଇ ମଧ୍ୟ ଜଣେ ଅନ୍ୟ ଜଣଙ୍କ ଠାରୁ ଅଲଗା ହେବାକୁ ଚାହିଁଥାନ୍ତି । ଏମିତି ସମୟ ହୋଇଥାଏ ଯେବେ ଜଣେ ଅନ୍ୟ ଜଣଙ୍କୁ ଛାଡ଼ି ନଥାଏ । ତେଣୁ ସମ୍ପର୍କକୁ ଟିକେ ଭଲ ରଖିବା ପାଇଁ ପ୍ରେମରେ ଟିକିଏ ବ୍ରେକ…

ରିଲେସନସିପରେ ଝଗଡା ହେଉଥିଲେ ଭଲ, ଜାଣନ୍ତୁ ସାଥିଙ୍କ ସହ କଳିଝଗଡା ହେବାର ଫାଇଦା

ଦୁନିଆରେ ଏମିତି କୌଣସି କପଲ ନାହାଁନ୍ତି ଯେଉଁମାନଙ୍କର ଝଗଡା ହେଉନି। କେବେକେବେ ବିନା କୌଣସି କଥାରେ ବି ଦମ୍ପତିଙ୍କ ମଧ୍ୟରେ ଝଗଡା ହୋଇଥାଏ। ଏମିତିରେ ଉଦାସ ରହିବା ବା ଅପସେଟ୍‌ ରୁହନ୍ତି। କିନ୍ତୁ ଆମେ ତ କହିବୁ ଏମିତି ସ୍ଥିିତିରେ ଆପଣ ଅପସେଟ୍‌ ହୁଅନ୍ତୁନାହିଁ। କାହିଁକିନା ଏହାର ବି ବହୁତ…

ରିଲେସନସିପରେ ପାର୍ଟନର ଯଦି ଅବହେଳା କରୁଥାନ୍ତି, ହୋଇପାରେ ଏହି ୪ କାରଣ

ବେଳେ ବେଳେ ଏମିତି ହୁଏ ଯେ ପାର୍ଟନର ହଠାତ୍‌ ଅବହେଳା କରିବା ଆରମ୍ଭ କରି ଦିଅନ୍ତି ବା ଅଣଦେଖା କରିବା ଆରମ୍ଭ କରି ଦିଅନ୍ତି । ଯଦି ଆପଣଙ୍କ ପାର୍ଟନର ଏମିତି କରିବା ଆରମ୍ଭ କରି ଦିଅନ୍ତି । ତେବେ ଏହି ଅଣଦେଖାକୁ ବୁଝିବା କଷ୍ଟକର ହୋଇଥାଏ । କାରଣ ଏ ସମ୍ପର୍କରେ ପାର୍ଟନର ଆପଣଙ୍କୁ ଖୋଲି କରି…

ରିଲେସନସିପ ଟିପ୍ସ : ଆପଣଙ୍କ ବୟଫ୍ରେଣ୍ଡ ଅନ୍ୟ ଝିଅଙ୍କ ସହ ବଢ଼ାଉଛନ୍ତି କି ସମ୍ପର୍କ, ଏମିତି କରନ୍ତୁ ତାଙ୍କୁ…

ପୁଅମାନେ ଝିଅଙ୍କ ସହ ସମ୍ପର୍କ ବଢ଼ାଇବା ଏକ ସାଧାରଣ ଘଟଣା । ହେଲେ ଯଦି ପୁଅ ରିଲେସନରେ ଥାଇ ଅନ୍ୟ ଝିଅଙ୍କ ସହ ମଧ୍ୟ ସମ୍ପର୍କ ବଢ଼ାଉଛନ୍ତି (ଫ୍ଲଟ କରୁଛନ୍ତି) ତେବେ ପାର୍ଟନର ପାଇଁ ଏହା ବଡ଼ ଚିନ୍ତାର କାରଣ ହୋଇଥାଏ । ବୟଫ୍ରେଣ୍ଡ ଫ୍ଲଟ କରିବା ସ୍ୱଭାବ ଆପଣଙ୍କ ସମ୍ପର୍କରେ ଦୁର୍ବଳତା ଆଣିପାରେ ।…

ଜୀବନରେ ଯଦି ଖୁସି ରହିବାକୁ ଚାହୁଁଛନ୍ତି, ଏପରି ଆଦତ ଥିବା ବ୍ୟକ୍ତିଙ୍କୁ କେବେ ବି କରନ୍ତୁ ନାହିଁ ବିବାହ

ପ୍ରତ୍ୟେକ ବ୍ୟକ୍ତିଙ୍କ କିଛି ନା କିଛି ଦୁର୍ବଳତା ଥାଏ । ହେଲେ ବିବାହ କରିବା ସମୟରେ କିଛି କଥା ଉପରେ ଗୁରୁତ୍ୱ ଦେଲେ ଭବିଷ୍ୟତରେ ଜୀବନରେ ପସ୍ତାଇବାକୁ ପଡିନପାରେ । ତେଣୁ ଲାଇଫ ପାର୍ଟନର ବା ଜୀବନ ସଂଗୀ ବାଛିବା ବେଳେ ବହୁ ଭାବି ଚିନ୍ତି ନିର୍ଣ୍ଣୟ ନେବାକୁ ପଡିଥାଏ । ଯଦି ଆପଣ କାହା ସହ…

ନିର୍ବନ୍ଧ ହୋଇ ଯାଇଛି କି? ତା’ ହେଲେ ଭୁଲ୍‌ରେ ବି ନିଜ ଭାବୀ ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ସହିତ ଏହି ସବୁ କଥା ଆଲୋଚନା…

ବିବାହ ଜୀବନର ଏକ ସୁନ୍ଦର ଅନୁଭବ ହୋଇଥାଏ। ଏହା ଏକ ଅତୁଟ ବନ୍ଧନ। ଏଥିରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ଆବଶ୍ୟକ। ଏମିତି ହେଲେ ଜୀବନ ହାସଖୁସିରେ ପୂରି ଉଠିଥାଏ। କିନ୍ତୁ ଯଦି ଏଥିରେ ଟିକେ ବି ସମସ୍ୟା ଦେଖାଦିଏ, ତା' ହେଲେ ସମ୍ପର୍କ ତିଷ୍ଠିବା କଷ୍ଟକର ହୋଇପଡ଼େ।…

ରିଲେସନସିପ ଟିପ୍ସ : ଏହି ସଂକେତ କହିଥାଏ ଯେ ଆପଣଙ୍କ ପାର୍ଟନର ଖୁବ ଶୀଘ୍ର ଆପଣଙ୍କୁ ଦେବ ଧୋକ୍କା,ହୋଇ ଯାଆନ୍ତୁ ସତର୍କ

ରିଲେସନସିପରେ ଧୋକ୍କା ଅଚାନକ ମିଳିନଥାଏ । ପାର୍ଟନରଙ୍କ ବ୍ୟବହାରରୁ ଆମେ ଏପରି ସଂକେତ ବହୁ ପୂର୍ବରୁ ପାଇସାରିଥାଉ ଯେ ଖୁବ ଶୀଘ୍ର ଆପଣ ଧୋକ୍କା ପାଇବାକୁ ଯାଉଛନ୍ତି । ତେଣୁ ଏଥିପାଇଁ ଖୁବ ଶୀଘ୍ର ଆପଣଙ୍କ ଆଖି ଖୋଲିବା ଦରକାର । ପ୍ରେମରେ ଯଦି ଧୋକ୍କା ମିଳିଗଲା ତେବେ ନିଜକୁ ସମ୍ଭାଳିବା…

ରିଲେସନସିପ ଟିପ୍ସ : ଯଦି ଆପଣଙ୍କ ପାର୍ଟନରକୁ ନେଇ ଆପଣ ସିରିୟସ୍‌, ତେବେ ଏମିତି କୁହନ୍ତୁ ମନର କଥା

ଆଜିକାଲି ଯଦି ଦୁଇଜଣ ଏକାଠି ଅଛନ୍ତି ତେବେ କହିପାରିବେନି ଯେ ତାଙ୍କ ଭିତରେ କିଛି ସିରିୟସ ରିଲେସନସିପ ରହିଛି । କେବେ କେବେ ନିଜର ଆବଶ୍ୟକତା ପାଇଁ ଦୁହେଁ ଏକ ବନ୍ଧନରେ ରହିଥାଇ ପାରନ୍ତି । ଯଦି କେହି ନିଜର ରିଲେସନକୁ ନେଇ ଅଧିକ ସିରିୟସ ଥାଆନ୍ତି ହେଲେ କହି ନପାରିବାରୁ ପରେ ଯଦି ସମ୍ପର୍କ…

କେମିତି ଜାଣିବେ ଆପଣଙ୍କ ପାର୍ଟନର ଆପଣଙ୍କୁ ପାର୍ଟନର କେତେ ଭଲ ପାଆନ୍ତି, ଆପଣାନ୍ତୁ ଏହି ଟ୍ରିକ୍ସ

ସବୁ ପୁଅ ଝିଅ ମାନେ ଚାହାଁନ୍ତି ସେମାନଙ୍କୁ ସଚ୍ଚା ପ୍ରେମ ମିଳୁ। ଆଉ ଭଉୟ ଚାହାଁନ୍ତି ସେମାନଙ୍କ ପାର୍ଟନର ତାଙ୍କୁ ନିଜ ଠାରୁ ବି ଅଧିକ ଭଲ ପାଆନ୍ତୁ। ଆଉ କେହି କେହି ତ ଭାବନ୍ତି ଯେ ସେ ଯେତିକି ଭଲ ପାଇବା ପାଉଛନ୍ତି ତାଙ୍କ ପାର୍ଟନର ବି ତାଙ୍କୁ ସେତିକି ଭଲ ପାଆନ୍ତୁ। ଏମିତି ସେତେବେଳେ ହେବ…

ରିଲେସନସିପ ଟିପ୍ସ : ଯଦି ଆପଣଙ୍କ ପାର୍ଟନର ଏପରି ବ୍ୟବହାର କରୁଛନ୍ତି, ବୁଝିନେବେ ଏହା ଅର୍ଥ ପାଇଁ ନୁହେଁ ତ !

ବେଳେବେଳ ଏପରି ହୁଏ ଯେ ଆମ ମନରେ ସନ୍ଦେହ ଆସେ ଯେ ଆମ ପାର୍ଟନର ଆମ ସହ ଛଳନା କରୁ ନାହାଁନ୍ତି ତ ! ଏପରି ପ୍ରଶ୍ନ ଆମକୁ ଦ୍ୱନ୍ଦ୍ୱରେ ପକାଇଥାଏ । କିଛି ସମୟ ପରେ ଜଣାପଡ଼ିଥାଏ ଯେ ଆପଣଙ୍କ ସହ ଆପଣଙ୍କ ପାର୍ଟନରଙ୍କ କିଛି ଠିକ୍‌ ଚାଲୁନାହିଁ । ଯଦି ବି ଆପଣଙ୍କ ସହ ସମ୍ପର୍କ ରହିଛି ତେବେ ତାହା…

ରିଲେସନସିପ୍‌ ଟିପ୍ସ : ପାର୍ଟନରଙ୍କ ସହ ବ୍ରେକ୍‌ଅପ୍‌ ହୋଇଗଲେ, ଏହି ଟିପ୍ସକୁ ଆପଣାଇ ନିଜର ଯତ୍ନ ନିଅନ୍ତୁ

ପ୍ରତ୍ୟେକ ବ୍ୟକ୍ତି ଏହା ଭାବିବା କଥା ଯେ କେହି ଚାଲିଗଲେ କାହାର ଜୀବନ ଅଟକି ଯାଏ ନାହିଁ । ଯଦି ଆପଣ କିଛି ରିଲେସନସିପ୍‌ରେ ରହିଥିଲେ ଓ କୌଣସି କାରଣରୁ ଆପଣଙ୍କ ସମ୍ପର୍କ ଆଗକୁ ବଢ଼ିପାରିନି । ସେଥିପାଇଁ ବିବ୍ରତ ହେବା ଆବଶ୍ୟକ ନାହିଁ । ଯେତେବେଳେ ଆମେ କାହାର ପ୍ରେମରେ ଥାଉ ସବୁ କିଛି…