Browsing Tag

relationship tips

ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାକୁ ଆପଣାନ୍ତୁ ଏସବୁ ଉପାୟ, ନିବିଡ଼ ହେବ ସମ୍ପର୍କ

ବିବାହକୁ ନେଇ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି। ସମସ୍ତେ ଜଣେ ଏମିତି ବ୍ୟକ୍ତିକୁ ଜୀବନସାଥୀ ରୂପେ ଚୟନ କରିବାକୁ ଚାହାଁନ୍ତି ଯିଏ ତାଙ୍କର ସବୁ ସୁଖ ଦୁଃଖରେ ସାଥ୍‌ ଦେବ, ସବୁବେଳେ ସାଙ୍ଗରେ ରହିବ। ପତିପତ୍ନୀଙ୍କ ମଧ୍ୟରେ ଯଦି ଚିନ୍ତାଧାରା ସମାନ ରହିଲା ତେବେ କୌଣସି ସମସ୍ୟା ଦେଖାଦିଏ ନାହିଁ।…

ଏସବୁ ଲକ୍ଷଣରୁ ଜାଣନ୍ତୁ, ସ୍ୱାମୀଙ୍କ ଜୀବନରେ ଆସି ସାରିଲେଣି ଦ୍ଵିତୀୟ ମହିଳା

ରିଲେସନସିପରେ ଦୁଇ ପ୍ରେମୀଙ୍କ ମଧ୍ୟରେ କେତେବେଳେ କିଏ ଆସିବ ତାହା କେହି କହିପାରିବେ ନାହିଁ। ସ୍ୱାମୀଙ୍କ ଆବଶ୍ୟକତାକୁ ପୂରଣ କରିନ ପାରିଲେ ସେ ଅନ୍ୟଠାରୁ ଉକ୍ତ ଆବଶ୍ୟକତା ପୂରଣ କରିଥାନ୍ତି। ଏହି କାରଣରୁ ଜୀବନରେ ତୃତୀୟ ଲୋକର ପ୍ରବେଶ ହୋଇଥାଏ। ବର୍ତ୍ତମାନ ସମୟରେ ଏଭଳି ମାମଲା ଅଧିକ…

ଆପଣ ବି ଭୁଲ ସମ୍ପର୍କରେ ଫସି ଯାଇଛନ୍ତି କି ! ପାର୍ଟନରଙ୍କ ସହ କଥା ହୋଇ ଏହି ଉପାୟରେ କରନ୍ତୁ ବ୍ରେକ୍‌ଅପ୍‌, ପଛକୁ…

କୌଣସି ସମ୍ପର୍କକୁ ଗଢ଼ିବା ଓ ଶେଷ ପର୍ଯ୍ୟନ୍ତ ତାହାକୁ ବଜାୟ ରଖିବା ଦୁଇଟି ଭିନ୍ନ କଥା। ବର୍ତ୍ତମାନ ସମୟରେ ଲୋକମାନେ ଯେତେ ଶୀଘ୍ର ସମ୍ପର୍କ ଗଢ଼ୁଛନ୍ତି ସେତେ ଶୀଘ୍ର ଭାଙ୍ଗୁଛନ୍ତି ମଧ୍ୟ। ଏଣୁ ଏବେ ସାମାଜିକ ସମ୍ପର୍କରେ ଏତେଟା ଦୃଢ଼ତା ରହୁନାହିଁ। ସେହି ଅନୁସାରେ ପରସ୍ପର ପ୍ରତି ମନୋଭାବ ମଧ୍ୟ…

ଯଦି ଆପଣଙ୍କ ପାର୍ଟନର ବି ଏମିତି ବ୍ୟବହାର କରୁଥାନ୍ତି ତେବେ ତୁରନ୍ତ ଭାଙ୍ଗନ୍ତୁ ସମ୍ପର୍କ, ଭବିଷ୍ୟତରେ ମିଳିପାରେ ଧୋକା

ପ୍ରେମ ସମ୍ପର୍କରେ ପାର୍ଟନରକୁ ସବୁ କଥା କହିବା ଉଚିତ୍‌। ଯଦି କେହି ନିଜ ପାର୍ଟନରକୁ କିମ୍ବା ପାର୍ଟନରଙ୍କ ବିଷୟରେ କାହାକୁ କିଛି ଲୁଚାଉଛି ତେବେ ଭବିଷ୍ୟତରେ ଏହା ବିପଦ ସୃଷ୍ଟି କରିପାରେ। ଝିଅଙ୍କ ପାଇଁ ଏହା ଜାଣିବା ଜରୁରୀ ଯେ ବୟଫ୍ରେଣ୍ଡ ତାଙ୍କ ସମ୍ପର୍କ ବିଷୟରେ ଘର ଲୋକଙ୍କୁ…

ଏସବୁ ସମୟରେ ଭୁଲରେ ବି ଶାରୀରିକ ସମ୍ପର୍କ ରଖନ୍ତୁନି, ଭୟଙ୍କର ହୋଇପାରେ ପରିଣାମ

କର୍ମ ଅନୁସାରେ ଫଳ ମିଳିଥାଏ। ଭଲ କର୍ମ ପାଇଁ ଭଲ ଫଳ ଓ ଖରାପ କାମ ପାଇଁ ଖରାପ ଫଳ ମିଳିଥାଏ। ପ୍ରତ୍ୟେକ ଭୁଲ କର୍ମ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିଥାଏ। ଜୀବିତ ଅବସ୍ଥାରେ ନ ହେଲେ ବି ମୃତ୍ୟୁ ପରେ କର୍ମର ଫଳ ନିଶ୍ଚୟ ମିଳିଥାଏ। ସେହି ଅନୁସାରେ ବ୍ୟକ୍ତି ସ୍ୱର୍ଗକୁ ଯିବ ନା ନର୍କକୁ ତାହାର…

ସନ୍ତୁଷ୍ଟ କରିପାରୁନଥିବା ପୁରୁଷ ସହ ରହିବାକୁ ଚାହାନ୍ତିନି କୌଣସି ମହିଳା, ଏହି କାରଣରୁ ସ୍ୱାମୀଙ୍କୁ ଧୋକା ଦିଅନ୍ତି…

ବିବାହ ପରେ ସ୍ୱାମୀ-ସ୍ତ୍ରୀ ଏକ ନୂଆ ଜୀବନ ଆରମ୍ଭ କରିଥାନ୍ତି। ଏହି ସମ୍ପର୍କ ଯେତେ ସୁଦୃଢ଼ ହେବ ଜୀବନ ମଧ୍ୟ ସେତେ ସୁନ୍ଦର ହେବ। ସ୍ୱାମୀ ସ୍ତ୍ରୀ ସମ୍ପର୍କ ବିଶ୍ୱାସ ଉପରେ ଗଢ଼ିଉଠିଥାଏ। ପରସ୍ପର ମଧ୍ୟରେ ବିଶ୍ୱାସ ଯେତେ ଗଭୀର ହେବ ପାରିବାରିକ ଜୀବନ ମଧ୍ୟ ସେତେ ସୁରୁଖୁରୁରେ ଚାଲିବ। କିନ୍ତୁ…

ପୁରୁଷଙ୍କ ଯୌନ ଇଚ୍ଛା କମାଏ ଏସବୁ ଖାଦ୍ୟ, ତୁରନ୍ତ ଭୋଜନରୁ ଦିଅନ୍ତୁ ବାଦ୍‌

ଖାଦ୍ୟପେୟର ପ୍ରଭାବ ଆମ ଜୀବନଶୈଳୀ ଉପରେ ପଡ଼ିଥାଏ। ଏଣୁ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଖାଦ୍ୟ ଗ୍ରହଣ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କିନ୍ତୁ କେତେକ ଖାଦ୍ୟ ଖାଇବା ଦ୍ୱାରା ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଏଭଳି ଭୋଜନ ସିଧାସଳଖ ମୁଡ୍‌ ପରିବର୍ତ୍ତନ କରିଥାଏ। କେତେକ ଖାଦ୍ୟ…

ପାର୍ଟନରଙ୍କ ସହ ଶୋଇବା ଦ୍ୱାରା ଦୂର ହୁଏ ଏସବୁ ରୋଗ

ନିଦ ଆମ ପାଇଁ ଖୁବ ଜରୁରୀ ହୋଇଥାଏ। ଏଣୁ ପ୍ରତିଦିନ ୭ ଘଣ୍ଟା ଲେଖାଏଁ ଶୋଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏକୁଟିଆ ଶୋଇବା ତୁଳନାରେ ପାର୍ଟନରଙ୍କ ସହ ଶୋଇବା ଅଧିକ ଲାଭଦାୟକ ହୋଇଥାଏ। ଏକ ରିସର୍ଚ୍ଚ ମୁତାବକ ସ୍ଵାମୀଙ୍କ ସହ କିମ୍ବା ଯାହାକୁ ଭଲ ପାଉଛୁ ତାଙ୍କ…

ଲକଡାଉନ୍ ସ୍ଥିତିରେ ଏମିତି କେତେକ ଛୋଟ ଛୋଟ କାମ କରି ନିଜ ସମ୍ପର୍କକୁ କରନ୍ତୁ ଆହୁରି ମଜଭୁତ…

ବର୍ତ୍ତମାନର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାୟ ଅଧିକାଂଶ ଦେଶକୁ ଲକଡାଉନ କରିଦିଆଯାଇଛି। କରୋନା ଭାଇରସର ମୁକାବିଲା କରିବାକୁ ଆଉ ଅନ୍ୟ କୌଣସି ବାଟ ନ ଥିବାରୁ ବାଧ୍ୟ ହୋଇ ସରକାର ଏହି ପନ୍ଥା ଆପଣାଇଛନ୍ତି। ତେବେ କରୋନା ଭାଇରସ ଯୋଗୁ ଆମ କାର୍ଯ୍ୟଶୈଳୀ ସମେତ ବ୍ୟକ୍ତିଗତ ଜୀବନ ମଧ୍ୟ…

ସମ୍ପର୍କରେ ତିକ୍ତତା ଆଣେ ଆବଶ୍ୟକତାଠାରୁ ଅଧିକ ଆଶା, ଜାଣନ୍ତୁ ଏହାକୁ କମ୍‌ କରିବେ କେମିତି

ଯେକୌଣସି ସମ୍ପର୍କ ତୁଳନାରେ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଅଧିକ ମଜଭୁତ ହୋଇଥାଏ। ଏହି ସମ୍ପର୍କରେ ଜଣଙ୍କର ଆଉ ଜଣଙ୍କ ପ୍ରତି ପ୍ରଗାଢ଼ ବିଶ୍ୱାସ ରହିଥାଏ, ଯାହା ସମ୍ପର୍କର ମୂଳଦୁଆକୁ ଦୃଢ଼ କରେ। ସମସ୍ତେ ଚାହିଁଥାନ୍ତି ତାଙ୍କ ପାର୍ଟନର ତାଙ୍କୁ ସମସ୍ତଙ୍କ ଠାରୁ ଅଧିକ ଭଲ ପାଉ, ବିଶ୍ୱାସ କରୁ ଓ…

ବିବାହ ପୂର୍ବରୁ କପଲ କାଉନ୍‌ସେଲିଂ ଆବଶ୍ୟକ କି! ଜାଣନ୍ତୁ କ’ଣ ରହିଛି ଏହାର ଫାଇଦା

ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ବିବାହ। ସବୁ ପୁଅଙ୍କ ସ୍ୱପ୍ନ ଥାଏ ପତ୍ନୀ ଭାବେ ତାଙ୍କୁ ଜଣେ ଉତ୍ତମ ଜୀବନସାଥୀ ମିଳୁ, ଯିଏ ସବୁ ସୁଖଦୁଃଖରେ ତାଙ୍କ ସାଥ୍‌ ଦେଉଥିବ। ସେହିଭଳି ସବୁ ଝିଅ ମଧ୍ୟ ସ୍ୱାମୀ ଭାବେ ଜଣେ ଭଲ ପୁଅକୁ ଚାହିଁଥାନ୍ତି, ଯିଏ ତାଙ୍କୁ ଆଜୀବନ ଭଲ ପାଇବ, ସବୁ…

ଏହି ୪ଟି ବିଷୟରେ କେବେ ବି ବାପାମା’ଙ୍କୁ ପ୍ରଶ୍ନ କରନ୍ତୁ ନାହିଁ, ଉପୁଜିପାରେ ଅଜବ ପରିସ୍ଥିତି

କୁହାଯାଏ ଯେ ପିତା ମାତାଙ୍କ ଠାରୁ ଉତ୍ତମ ଗୁରୁ ଆଉ କେହି ନାହାନ୍ତି। ସେମାନଙ୍କ ପାଖରେ ସବୁ ପ୍ରଶ୍ନର ଉତ୍ତର ରହିଥାଏ। କିନ୍ତୁ ଜୀବନରେ ଏଭଳି ଏମିତି ପ୍ରଶ୍ନ ଆସେ, ଯାହାର ଉତ୍ତର ମା’ବାପାଙ୍କ ଅପେକ୍ଷା ସାଙ୍ଗସାଥୀଙ୍କୁ ପଚାରିବା ଭଲ। କାରଣ ଏଭଳି ପ୍ରଶ୍ନ ଏକ ଅଜବ ପରିସ୍ଥିତି ସୃଷ୍ଟି…