ଏବେ ଫିଲ୍ମ ହଲ୍ ନୁହେଁ ଏଠାରେ ଦେଖିପାରିବେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀବମ୍’, ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ…
ବଲିଉଡରେ ଅକ୍ଷୟ କୁମାରଙ୍କ ନାମ ଖିଲାଡି କୁମାର କେବଳ ଫିଲ୍ମ ‘ଖିଲାଡୀ’ ପାଇଁ ରଖାଯାଇନାହିଁ। ସେ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁ ଖେଳରେ ପାରଙ୍ଗମ ବୋଲି ତାଙ୍କ ନାମ ଖିଲାଡି କୁମାର ରଖାଯାଇଛି। ଚଳିତବର୍ଷ ତାଙ୍କ ଫିଲ୍ମ ସୂର୍ଯ୍ୟବଂଶୀ, ଲକ୍ଷ୍ମୀବମ୍, ପୃଥ୍ଵୀରାଜ ଏବଂ ବଚ୍ଚନ ପାଣ୍ଡେ ରିଲିଜ ହେବାର…