Browsing Tag

release

ରିଲିଜ ହେଲା ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜେଲର’: ଟିକେଟ ବୁକିଂରେ ରେକର୍ଡ ଭାଙ୍ଗିଲା ପ୍ରଥମ ସୋ

ଥଲାଇବା କ୍ରେଜ୍ । ଦକ୍ଷିଣ ଭାରତରେ ସେଲିବ୍ରେସନ ଟାଇମ୍। ରିଲିଜ ହେଲା ରଜନୀକାନ୍ତଂକ ବହୁ ପ୍ରତୀକ୍ଷିତ ଫିଲ୍ମ ଜେଲର । ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ତମନ୍ନା ଭାଟିଆଙ୍କ ଅଭୀନିତ ଏହି ଫିଲ୍ମକୁ ନେଇ ଦକ୍ଷିଣ ଭାରତ ଉତ୍ସୁକତା ରହିଛି । ପ୍ରଶଂସକମାନେ ହଲ ସାମ୍ନାରେ ଭିଢ ଜମାଇଥିବା ଦେଖିବାକୁ…

ଆସିଲା ହୀନାଙ୍କ ‘ଲାଇନ୍ସ’ ଫିଲ୍ମର ଟ୍ରେଲର

ଟିଭିର ସାଦାସିଧା ବୋହୂ ହୀନା ଖାନ ଏବେ ଷ୍ଟାଇଲିଶ ହୋଇଗଲେଣି। ଫ୍ୟାନ୍ସ ତାଙ୍କ ଷ୍ଟାଇଲ ଓ ଲୁକ୍ସର ଦୀୱାନା ହୋଇଛନ୍ତି। ଖୁବଶୀଘ୍ର ହୀନାଙ୍କ ନୂଆ ସିନେମା ‘ଲାଇନ୍ସ’ ରିଲିଜ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର ସାମ୍ନାକୁ ଆସିଛି। ହୀନା ଏହି ଫିଲ୍ମ ସହିତ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ…

ରିଲିଜ ହେଲା ଅପ୍‌ସରା- Rockଙ୍କ ଫିଲ୍ମ ‘ଥ୍ରୀଲର’ର ଫାଷ୍ଟ ଟ୍ରେଲର, ଦେଖିବାକୁ ମିଳିଲା ଅପ୍‌ସରାଙ୍କ ଜବରଦସ୍ତ ଅନ୍ଦାଜ

ବଲିଉଡରେ ଏଣ୍ଟ୍ରି ନେଇ ଚର୍ଚ୍ଚାରେ ଥିବା ଓଡିଆ ଯୋଡି ଅପସରା-ରକ୍ଙ୍କ ଫିଲ୍ମ ‘ଥ୍ରୀଲର’ ପ୍ରଥମ ଟ୍ରେଲର ରିଲିଜ ହୋଇଛି। ଏ କମ୍ପାନୀ ପ୍ରଡକ୍ସନ ସାଉଥ୍ ପ୍ଲସ୍ ଏଣ୍ଟରଟେନମେଣ୍ଟ ନିବେଦିତ ଏନ୍ଏନ୍ଏନ୍ ସିରିଜ୍ ପରବର୍ତ୍ତୀ ଏହି ଫିଲ୍ମର ପୋଷ୍ଟରକୁ ନେଇ ପୂର୍ବରୁ ଜୋରଦାର ଚର୍ଚ୍ଚା ହୋଇସାରିଛି। ଏ…

ନିଜ ହାତୀକୁ ମୁକୁଳେଇବା ପାଇଁ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେଲେ ମାହୁନ୍ତ , ଜାଣନ୍ତୁ ପୂରା ଘଟଣା

ହଜି ଯାଇଥିବା ଲୋକଙ୍କ ପାଇଁ ତ ସେମାନଙ୍କ ଜ୍ଞାତି ପରିଜନ ର ଦ୍ୱାରସ୍ଥ ହେବା ପରି ଘଟଣା  ଆମେ ଦେଖିଥିବୁ ଓ ଶୁଣିଥିବୁ । କିନ୍ତୁ ଗୋଟେ ହାତୀକୁ ଫେରି ପାଇବା ପାଇଁ ଯେ ତାର ମାହୁନ୍ତ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇପାରେ ଏହିପରି ଘଟଣା ହୁଏତ ପ୍ରଥମ ଥର ପାଇଁ ହିଁ ଘଟିଛି । ବନ ବିଭାଗ ଦ୍ୱାରା…

ଜେଲର ଅନ୍ଧାର କୋଠରୀରୁ ମୁକ୍ତ ହୋଇ ବାହାର ଦୁନିଆ ଦେଖିଲେ ୭ ଆଜୀବନ ସଜ୍ଜା କାଟୁଥିବା କଏଦୀ, ରାଜ୍ୟ ସରକାର କଲେ ମୁକ୍ତ

କେନ୍ୟୁଜ୍(ବ୍ୟୁରୋ): ଗାନ୍ଧୀ ଜୟନ୍ତୀ  ୭ ଆଜୀବନ କଏଦୀ ମୁକ୍ତ। ଏମାନଙ୍କୁ ମୁକ୍ତ କରିଛନ୍ତି ରାଜ୍ୟ ସରକାର ।  କେନ୍ଦୁଝର ଜେଲରୁ ୫ କଏଦୀ ମୁକ୍ତ କରାଯାଇଥିବା  ବେଳେ ଚୌଦ୍ବାର ଓ ଝାରସୁଗୁଡା ଜେଲରୁ ଜଣେ ଲଖାଏଁ କଏଦୀ ମୁକ୍ତ ହୋଇଛନ୍ତି। ଜେଲ  ସଂସ୍କାର ନିୟମ ଅନୁଯାୟୀ, ଜେଲରେ ଆଜୀବନ…

ଭାରତ ସହ ୭୦ ବର୍ଷ ସମ୍ପର୍କକୁ ନେଇ ଇଣ୍ଡୋନେସିଆ କରିବାକୁ ଯାଉଛି ସ୍ୱତନ୍ତ୍ର ଡାକ ଟିକେଟ,ଜାଣନ୍ତୁ କଣ ରହିଛି ବିଶେଷତ୍ୱ

ଜାକର୍ତା: ଭାରତ ସହ ଇଣ୍ଡୋନେସିଆର ୭୦ ବର୍ଷ ସମ୍ପର୍କ ପୁରା ହେବା ଅବସରରେ ଇଣ୍ଡୋନେସିଆ ପ୍ରସ୍ତୁତ କରିବାକୁ ଯାଉଛି ଏକ ବିଶେଷ ଆୟୋଜନ । ପ୍ରଥମ ଥର ପାଇଁ ଇଣ୍ଡୋନେସିଆ ଡାକ ଟିକେଟରେ ଭାରତର ରାମାୟଣର ଛବି ରହିବାକୁ ଯାଉଛି । ଜାକର୍ତାରରେ ଥିବା ଭାରତୀୟ ଦୁତାବାସ ତରଫରୁ ଏହି ସୂଚନା ଦିଆଯାଇଛି…