Browsing Tag

released kedarnath

ବଡ଼ ପରଦାରେ ସୁଶାନ୍ତ ଓ ସାରାଙ୍କ ରୋମାନ୍ସ , ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ କେଦାରନାଥ

ଆଜି ଫିଲ୍ମି ଫ୍ରାଇଡେରେ ରିଲିଜ ହୋଇଛି ଫିଲ୍ମ କେଦାରନାଥ । ଫିଲ୍ମର କାହାଣୀ ୨୦୧୩ରେ କେଦାରନାଥରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଉପରେ ଆଧାରିତ । ଏହା ଭିତରେ ରହିଛି ସୁଶାନ୍ତ ସିଂ ରାଜପୁତ ଓ ସାରା ଅଲ୍ଲୀ ଖାନ୍‌ଙ୍କର ଲଭ ଷ୍ଟୋରୀ। ଅଲଗା ଅଲଗା ଧର୍ମର ହୋଇଥିଲେ ବି ପ୍ରେମରେ ପଡୁଛନ୍ତି…