୯୮ ଦିନ ପ୍ଲାନରେ ୟୁଜର୍ସଙ୍କୁ ମଜ୍ଜା ଦେଲା Jio, ନିଜ ଇଚ୍ଛାନୁସାରେ ହୁଅନ୍ତୁ କଥା ଏବଂ ଚଲାନ୍ତୁ ଡାଟା
Jio ୟୁଜର୍ସଙ୍କ ପାଇଁ ଅନେକ ନୂଆ ପ୍ଲାନ୍ ଆରମ୍ଭ କରିଛି । ଏହି ପ୍ଲାନଗୁଡିକରେ ୟୁଜର୍ସମାନେ ଅନଲିମିଟେଡ୍ କଲିଂ ଏବଂ ଡାଟା ସହିତ ଅନେକ ଅଫର୍ସ ପାଆନ୍ତି । ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ ଗତ ବର୍ଷ ଡିସେମ୍ବର ୧୧ ରେ ୨୦୦ ଦିନର ଭ୍ୟାଲିଡିଟି ସହିତ ଏକ ନୂଆ ବର୍ଷର ଅଫର ଆଣିଥିଲା, ଯାହା…