Browsing Tag

reliance jio plan

ଆସିଲା ଜିଓର ସବୁଠୁ ବଢ଼ିଆ ପ୍ରିପେଡ୍‌ ପ୍ଲାନ୍‌, ବର୍ଷେ ପାଇଁ ପ୍ରତିଦିନ ମିଳିବ ୨.୫ ଜିବି ଡାଟା ସେ ବି କମ ମୂଲ୍ୟରେ !

ରିଲାଏନ୍ସ ଜିଓ ଏବେ ଇଣ୍ଡଷ୍ଟ୍ରି ସବୁଠାରୁ ବଢ଼ିଆ ପ୍ରିପେଡ୍‌ ପ୍ଲାନ ଆରମ୍ଭ କରିଛି । ଯାହାଦ୍ୱାରା ସେ ଅନ୍ୟ ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀ ସହିତ ପ୍ରତିଦ୍ୱନ୍ଦିତା କରୁଛି । ଜିଓର ଏହି ପ୍ମାନ ୩୬୬୨ ଟଙ୍କାର ରହିଛି । ଏହି ପ୍ଲାନରେ ଅଧିକ ଡାଟା ସହିତ ଅନ୍ୟ ସୁବିଧା ମଧ୍ୟ ରହିଛି । କୌଣସି…

ଜିଓର ନୂଆ ୮୯୫ ଟଙ୍କା ପ୍ଳାନରେ ମିଳୁଛି ୧୧ ମାସ ଯାଏ ଅନଲିମିଟେଡ ଫାଇଦା

ଜିଓ ରିଚାର୍ଜ ପ୍ଲାନକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ। ଭାରତରେ ଶସ୍ତା ଇଣ୍ଟରନେଟ ପ୍ଳାନ ଦେବା ପାଇଁ ଜିଓ ନାମ ପ୍ରଥମରେ ଆସେ। ଜାଣିରଖନ୍ତୁ ଯେ ଜିଓ ର ଏବେ ଏକ ନୂଆ ପ୍ଳାନ ଆସିଛି। ଯାହା ୧୧ ମାସର ଦୀର୍ଘତମ ବୈଧତା ସହିତ ବଜାରକୁ ଆସୁଛି। ଏହାର ଦାମ ମଧ୍ୟ କମ ରହିଛି। ଯଦି ଆପଣ ଏହାର…

ଜିଓର ୨୬ ଟଙ୍କିଆ ପ୍ଳାନରେ ଆପଣ ଏକ ମାସ ପାଇଁ ପାଇବେ ଢ଼େର ସୁବିଧା, ଜାଣନ୍ତୁ କଣ ରହିଛି ବେନିଫିଟ୍ସ

ଆଜିର ଦୁନିଆରେ ସମସ୍ତେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି । ଆଉ ସ୍ମାର୍ଟଫୋନ୍‌ ପାଇଁ ଡାଟାର ବହୁତ ଆବଶ୍ୟକ ପଡିଥାଏ । ବର୍ତ୍ତମାନ ସମୟରେ ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଟେଲିକମ କମ୍ପାନୀମାନେ ମଧ୍ୟ ନୂଆ ନୂଆ ପ୍ଲାନ୍ ଆଣିବାରେ ବ୍ୟସ୍ତ ।…

ମାଗଣା ନେଟଫ୍ଲିକ୍ସ ଓ ଆମାଜନ ପ୍ରାଇମ ସହିତ ମିଳୁଛି ଅନଲିମିଟେଡ କଲିଂ ସୁବିଧା, ଜାଣନ୍ତୁ ଜିଓର ଏହି ସୁପରହିଟ୍‌ ପ୍ଳାନ…

ଜିଓର ଅନେକ ପ୍ଲାନ ଏଭଳି ଅଛି ଯେଉଁଥିରେ ୟୁଜର୍ସଙ୍କୁ ମାଗଣାରେ ବହୁତ କିଛି ବେନିଫିଟ୍ସ ମିଳିଥାଏ। ଆମେ ଆଜି ଯେଉଁ ପ୍ଲାନ ସମ୍ପର୍କରେ କହିବୁ ତାହା ନା ହିଁ କେବଳ ସାମାନ୍ୟ ପ୍ଲାନ ଭଳି ବେନିଫିଟ୍ସ ଦେଇଥାଏ ବରଂ ଏଥିରେ ଆପଣଙ୍କୁ ଫ୍ରି ଓଟିଟି ର ଫାଇଦା ମଧ୍ୟ ମିଳିଥାଏ। ଏହାଦ୍ୱାରା ୟୁଜର୍ସ…

ଜିଓର ୩୬୫ ଦିନିଆ ଧମାକାଦାର ପ୍ଳାନ୍! ପ୍ରତିଦିନ ୨.୫ ଜିବି ଡାଟା ସହିତ Disney+ Hotstar ମାଗଣା

ନୂଆଦିଲ୍ଲୀ : ଏଇ କିଛି ମାସ ପୂର୍ବରୁ, ଟେଲିକମ୍ କମ୍ପାନୀ ଗୁଡିକ ସେମାନଙ୍କର ଯୋଜନା ଗୁଡିକର ମୂଲ୍ୟ ବୃଦ୍ଧି କରିଛନ୍ତି । ଏଭଳି ପରିସ୍ଥିତିରେ ଉପଭୋକ୍ତାମାନେ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉପଭୋକ୍ତାମାନଙ୍କୁ ପ୍ରତି ମାସରେ ଅତି କମରେ ୨୫୦ ଟଙ୍କା ରିଚାର୍ଜ କରିବାକୁ ପଡିବ। ଯେଉଁଥିରେ…

ଜିଓର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍‌, ଦିନକୁ ମାତ୍ର ୩ ଟଙ୍କା ଖର୍ଚ୍ଚ କରି ପାଆନ୍ତୁ ୨୪GB ଡାଟା ସହ ଫ୍ରି…

ରିଲାଏନ୍ସ ଜିଓ ପାଖରେ ରିଚାର୍ଜ ପ୍ଲାନ୍ସର ଲମ୍ବା ଚଉଡା ଲିଷ୍ଟ ରହିଛି। ଜିଓର ରିଚାର୍ଜ ପ୍ଲାନ ୧୪ ଦିନରୁ ନେଇ ୩୬୫ ଦିନ ପର୍ଯ୍ୟନ୍ତ ଭ୍ୟାଲିଡିଟୀ ଅଫର କରିଥାଏ। ଜିଓର କିଛି ପ୍ଲାନ ବହୁତ ଶସ୍ତା ବି ଅଛି। ଆମେ ଆପଣଙ୍କୁ ରିଲାଏନ୍ସ ଜିଓର ଏମିତି କିଛି ରିଚାର୍ଜ ପ୍ଲାନ୍‌ ବିଷୟରେ କହିବୁ,…

ଆସିଲା ଜିଓର ୧୦୦ ଟଙ୍କାରୁ କମ ଡାଟାପ୍ଲାନ ଅଫର, ଅନଲିମିଟେଡ କଲିଂ ସହ ମିଳିବ ଇଣ୍ଟରନେଟର ଫାଇଦା

ଜିଓ ନିଜ ୟୁଜର୍ସଙ୍କୁ ନୂଆବର୍ଷ ଭେଟି ଦେବାକୁ ଯାଉଛି। ୟୁଜର୍ସଙ୍କୁ ଅଧିକ ଫାଇଦା ଯୋଗାଇବା ପାଇଁ ନୂଆ ପ୍ଲାନ ବାହାର କରିଛି। ୧୦୦ଟଙ୍କାରୁ କମ ଦାମରେ ଜିଓ ଜବରଦସ୍ତ ଡାଟା ପ୍ଲାନ ବାହାର କରିଛି। ଜାଣିବା ପାଇ ଁ ଆଗକୁ ପଢ଼ନ୍ତୁ। ରିଲାଏନ୍ସ ଜିଓ ଦେଶର ନମ୍ବର ଓ୍ଵାନ ପ୍ରାଇଭେଟ ଟେଲିକମ୍‌…

ଜିଓ ଲଞ୍ଚ୍‌ କଲା ଦୁନିଆର ସବୁଠାରୁ ଶସ୍ତା ପ୍ରିପେଡ୍‌ ପ୍ଲାନ୍‌,ମାତ୍ର ୧ ଟଙ୍କା ଦେଇ କରିପାରିବେ ରିଚାର୍ଜ

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ଆସିଗଲା ଏବେ ପର୍ଯ୍ୟନ୍ତର ସବୁଠାରୁ ଶସ୍ତା ପ୍ଲାନ। ଥରେ ଯଦି ପ୍ଲାନର ଦାମ୍‌ ବିଷୟରେ ଶୁଣିବେ ତାହେଲେ ଆପଣଙ୍କ ହୋସ୍‌ ଉଡିଯିବ ନିଶ୍ଚିତ। ଜିଓର ଯେଉଁ ପ୍ଲାନ ବିଷୟରେ ଆମେ କହୁଛୁ ତାର ଦାମ ମାତ୍ର ୧ ଟଙ୍କା। ଏହି ଜବରଦସ୍ତ ପ୍ଲାନକୁ ଖାସ୍‌ କରି ମାଇଁ ଜିଓ…

୧୧ମାସ ପ୍ଲାନରେ ମାସକୁ ମାତ୍ର ୮୧ଟଙ୍କା ଖର୍ଚ୍ଚ, ରିଲାଏନ୍ସ ଜିଓର ଅଫର

କେନ୍ୟୁଜ ଓଡିଶା : ରିଲାଏନ୍ସ ଜିଓର ରିଚାର୍ଜ ପ୍ଲାନ ୭୦୦ଟଙ୍କା ଯାଏଁ ମହଙ୍ଗା ହୋଇଛି । ଏହାସହ ଏୟାରଟେଲ, ଭୋଡା ଓ ଆଇଡିଆ ମଧ୍ୟ ନିଜ ନିଜର ପ୍ଲାନ ବଢାଇଛନ୍ତି । ଏପଟେ ପୂର୍ବ ଅପେକ୍ଷା ଲୋକଙ୍କର ମୋବାଇଲ ରିଚାର୍ଜ ଖର୍ଚ୍ଚ ବଢିଗଲାଣି । ଯଦିଓ ବର୍ତ୍ତମାନ ସମୟରେ କିଛି ରିଚାର୍ଜ ପ୍ଲାନ ରହିଛି…

Jio ୟୁଜର୍ସଙ୍କ ବଡ଼ ଝଟକା ! କମ୍ପାନୀ ବନ୍ଦ କଲା ୪ଟି ଦମଦାର ପ୍ରିପେଡ ପ୍ଲାନ୍‌

ଦିନକୁ ଦିନ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ଗ୍ରାହକଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଆର୍ଥିକ ଭାବେ ସାଧାରଣ ଜନତାଙ୍କ ପକେଟ ଉପରେ ବେଶ୍‌ ପ୍ରଭାବ ପଡିଛି। ପେଟ୍ରୋଲ, ଗ୍ୟାସ, ସିଏନଜି, ପନିପରିବା ଏବଂ ରିଚାର୍ଜ ପ୍ଲାନ ସବୁ ମହଙ୍ଗା ହେବାରେ ଲାଗିଛି। ଗ୍ୟାସ, ପେଟ୍ରୋଲ ସବୁ ପୂର୍ବରୁ ବଢିଥିବା ବେଳେ…

୧୩୦ ଟଙ୍କାରେ ପାଇବେ ରିଲାଏନ୍ସ ଜିଓ, ଏୟାରଟେଲ୍ ଓ ଭୋଡାଫୋନର ଦମଦାର ପ୍ଲାନ୍, ଜାଣନ୍ତୁ କଣ ରହିଛି ଏହାର ସୁବିଧା

ଟେଲିକମ୍ କମ୍ପାନୀମାନେ ନିଜ ଗ୍ରାହକଙ୍କ ପାଇଁ ଗୋଟିଏ ପରେ ଗୋଟେ ଦମଦାର ପ୍ଲାନ୍ ଆଣୁଛନ୍ତି । ଗ୍ରାହକ ନିଜ ଆବଶ୍ୟକତା ଅନୁସାରେ ବଡ ବା ଛୋଟ ରିଚାର୍ଜ କରିଥାନ୍ତି । ରିଲାଏନ୍ସ ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍-ଆଇଡିଆ ଭଳି ଟେଲିକମ୍ କମ୍ପାନୀମାନେ ନିଜ ଗ୍ରାହକଙ୍କ ପାଇଁ ଶସ୍ତା ପ୍ଲାନ୍ ଯୋଗାଇ…

ଜିଓର ସବୁଠୁ ଶସ୍ତା ପ୍ଲାନରେ ଦୈନିକ ୩ ଜିବି ଡାଟା ସହ ମିଳିବ ଅନ୍ୟାନ୍ୟ ସୁବିଧା, ଜାଣନ୍ତୁ

କରୋନା କାଳରେ ପ୍ରାୟ ସମସ୍ତେ ୱାର୍କ ଫ୍ରମ ହୋମ କରୁଛନ୍ତି । ଏହି ସମୟରେ ଲମ୍ବା ସମୟ ଧରି ଚାଲୁଥିବା ଭାଲିଡିଟି ଅଫରର କ୍ରେଜ ମଧ୍ୟ ଖୁବ ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ୟୁଜର୍ସଙ୍କ ପାଇଁ ନୂଆ ପ୍ଲାନ ଆଣିଛି । ଯାହାର ଭାଲିଡିଟି ସମୟ ଏକ ବର୍ଷ ରହିବ । ଏହି ପ୍ଲାନରେ ଦୈନିକ ୩…