Browsing Tag

relief tension

ବାତ୍ୟାର ୧୮ ଦିନ ପରେ ବି ବିପନ୍ନଙ୍କୁ ମିଳିନି ରିଲିଫ୍, ବାତ୍ୟା ପ୍ରଭାବିତଙ୍କ ବିକ୍ଷୋଭ ପ୍ରଦର୍ଶନ

ଯାଜପୁର (କେନ୍ୟୁଜ୍) : ପ୍ରଳୟଙ୍କାରୀ ବାତ୍ୟା ଫନିର ୧୮ ଦିନ ପରେ ବି ବିପନ୍ନଙ୍କୁ ମିଳିନାହିଁ ରିଲିଫ୍ । ଯାହାକୁ ନେଇ ବାତ୍ୟା ପ୍ରଭାବିତମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ସାହି ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା । ଏନେଇ ପଞ୍ଚାୟତର…