ବୁଧବାର ଠାରୁ ଖୋଲିବ କଟକ ଜିଲ୍ଳାର ସବୁ ଧର୍ମାନୁଷ୍ଠାନ
କଟକ(କେନ୍ୟୁଜ୍) : ଆସନ୍ତାକାଲି (ବୁଧବାର) ଠାରୁ କଟକ ଜିଲ୍ଳାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି କଟକ ଜିଲ୍ଲାପାଲ ସୂଚନା ଦେଇଛନ୍ତି । ତେବେ କୋଭିଡ କଟକଣା ମଧ୍ୟରେ ଧର୍ମାନୁଷ୍ଠାନ ସବୁ ଖୋଲିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଆସନ୍ତାକାଲି ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ମା ଚର୍ଚିକା,…