ପୁଣି ରିମାଣ୍ଡ୍ରେ ଯିବେ ଅର୍ଚ୍ଚନା-ଜଗବନ୍ଧୁ, ଇଡିକୁ ଅନୁମତି ଦେଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ
ଭୁବନେଶ୍ୱର (କେନ୍ୟୁଜ): ନାଗ-ଚାନ୍ଦ ଦମ୍ପତିଙ୍କ ଗୁମର ଭେଦିବ ଇଡି । କଳା ସାମ୍ରାଜ୍ୟର ଗୋଟି ଗୋଟି ସତ ଉଗାରିବେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ । ସ୍ୱାମୀ, ସ୍ତ୍ରୀଙ୍କୁ ରିମାଣ୍ଡରେ ନେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ୬ ଦିନ ଓ ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ…