Browsing Tag

remdesivir

ଅସହାୟଙ୍କୁ ରେମଡେସିଭର ବାଣ୍ଟିଲେ ସୋନୁ ସୁଦ୍: ଶକ୍ତ ହେଲେ ବମ୍ବେ ହାଇକୋର୍ଟ, ଦେଲେ ତଦନ୍ତ ନିର୍ଦ୍ଦେଶ

ସୋନୁ ସୁଦଙ୍କ କାର୍ଯ୍ୟର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଦେଶରେ କରୋନା ମେଡିସିନ ରେମଡେସିଭର କଳାବଜାରୀକୁ ଦୃଷ୍ଟିରେ ରଖି ସୋନୁ ସୁଦ ଓ କଂଗ୍ରେସ ଏମ୍ଏଲଏ ଜିଶାନ ସିଦ୍ଦିକିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଥିଲା। ଏହି କେସର ଶୁଣାଣି ଅବସରରେ ବମ୍ବେ ହାଇକୋର୍ଟ ଉଭୟଙ୍କ ତଦନ୍ତ…

ପ୍ଲାଜମା ଥେରାପୀ ପରେ ଏବେ ରେମଡେସିଭର ଔଷଧ ଉପରେ ବି ଲାଗିପାରେ ରୋକ୍

ଦେଶରେ କରୋନା ଭାଇରସର ମାମଲା ଲଗାତାର ବୃଦ୍ଧି ପାଉଛି। ଇତିମଧ୍ୟରେ କରୋନା ଭାଇରସର ଚିକିତ୍ସାରେ ବ୍ୟବହାର କରାଯାଉଥିବା ଔଷଧ ରେମଡେସିଭରର କଳାବଜାରୀ ପ୍ରବଳ ବଢ଼ିଯାଇଛି। ଏହି ମାମଲାରେ ଏବେ ଦିଲ୍ଲୀ ସ୍ଥିତ ସର ଗଙ୍ଗାରାମ ହସ୍ପିଟାଲର ଚେୟାରମ୍ୟାନ ଡା. ଡିଏସ ରଣାଙ୍କ ତରଫରୁ ଏକ ବଡ଼ ବୟାନ…

ରାଜ୍ୟରେ ରେମଡିସିଭିର ଅଭାବ, ଦରକାର ୨୦୦୦ ମିଳିଛି ମାତ୍ର ୯୨ ଭାଏଲ

ରାଜ୍ୟରେ ରେମଡିସିଭିର ଅଭାବ। ରେମଡିସିଭିରର ବିତରଣ କେନ୍ଦ୍ର ସରକାର କରୁଥିବା ବେଳେ ଏହାର ଆହୁରି ଆବଶ୍ୟକତା ରହିଛି। ଏପ୍ରିଲ ୨୧ରୁ ୩୦ ଯାଏ ରାଜ୍ୟରେ ୨୧ ହଜାର ଭାଏଲ ଦେବାକୁ କେନ୍ଦ୍ର କହିଛି। ପ୍ରତିଦିନ କିଛି କିଛି ରେମଡିସିଭିର ଭାଏଲ ରାଜ୍ୟକୁ ଆସୁଛି। ରାଜ୍ୟରେ ଗତକାଲି ରେମଡିସିଭିର…

ଜୀବନ ରକ୍ଷାକାରୀ ଔଷଧ ନୁହେଁ ରେମଡେସିଭର,ସ୍ପଷ୍ଟ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

କେନ୍ୟୁଜ୍ (ବ୍ୟୁରୋ): ରକ୍ଷାକାରୀ ଔଷଧ ନୁହେଁ ରେମଡେସିଭର । ସ୍ପଷ୍ଟ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଦେଶରେ କରୋନା ସଂକ୍ରମଣ ବଢ଼ିବା ପରେ ଦେଶରେ ରେମଡେସିଭର ସଂକଟ ପଡ଼ିଛି । ଏହାର ଉତ୍ପାଦନ ବଢ଼ାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ରେମଡେସିଭର ପାଇଁ ଲୋକେ ଦୋକାନରେ…

କୋଭିଡ୍ ଚିକିତ୍ସାରେ ଆଗୁଆ ଥିବା କିଛି ଔଷଧ, ଯାହା ବିଶେଷଜ୍ଞଙ୍କ ମନରେ ସୃଷ୍ଟି କରିଛି ଆଶା

ଆଉ କେତେ ଦୂରରେ ଅଛି କରୋନା ଭ୍ୟାକସିନ୍ ? କେତେ ଦିନ ଲାଗିବ ଭ୍ୟାକସିନ୍ ବାହାରିବାକୁ ? ଏସବୁ ପ୍ରଶ୍ନ ସବୁ ଲୋକଙ୍କ ମନକୁ ଘାରିଛି । ହେଲେ ଏଯାଏ ଏହାର କିଛି ସଠିକ୍ ଉତ୍ତର ମିଳିନାହିଁ କିମ୍ବା ମିଳିବା ଭଳି ଆଶା ମଧ୍ୟ ଜଣାପଡୁନି । ତେବେ କିଛି ଔଷଧ ବିଶେଷଜ୍ଞଙ୍କ ମନରେ ଆଶା ସୃଷ୍ଟି କରିଛି ।…