ଶ୍ରମିକ ଭାବେ କାମ କରୁଥିବା ବର୍ଷା ଜିତିଲେ DID Super Moms ଟାଇଟଲ, ଟ୍ରଫି ସହିତ ଜିତିଲେ ୫ ଲକ୍ଷ ଟଙ୍କା
ଜି ଟିଭିରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ରିଆଲିଟି ଶୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସୁପର ମମ୍ସ’ ସିଜିନ ୩ର ବିଜେତା ହୋଇଛନ୍ତି ବର୍ଷା ବୁମରା। ବର୍ଷା ଶୋର ଜିତିବା ପରେ ଟ୍ରଫି ସହିତ ପୁରସ୍କାର ରାଶି ବାବଦରେ ୫ ଲକ୍ଷ ଟଙ୍କା ପାଇଥିଲେ। ଏହାଛଡା ଶୋ’ର ପ୍ରଯୋଜକଙ୍କ ପକ୍ଷରୁ ବର୍ଷାଙ୍କୁ ଅଲଗା…