Browsing Tag

removal of shotdown from three districts

ଭଦ୍ରକ, ଯାଜପୁର, ବାଲେଶ୍ୱର ଜିଲ୍ଲାରୁ ଉଠିଲା ୬୦ଘଣ୍ଟିଆ ସଟ ଡାଉନ, ଜାରି ରହିବ ଲକ ଡାଉନ

ଭଦ୍ରକ, ଯାଜପୁର, ବାଲେଶ୍ୱର ଜିଲ୍ଲାରୁ ଉଠିଲା ସଟ ଡାଉନ । ଭଦ୍ରକ ଜିଲ୍ଲାରେ ହଟିଲା ୬୦ଘଣ୍ଟିଆ ସଟ୍‌ଡାଉନ୍‌ ଅବଧି । ତେବେ ସଟ୍‌ଡାଉନ୍‌ ଉଠିବା ପରେ ପୂର୍ବପରି ଲକ୍‌ଡାଉନ୍‌ କଟକଣା ଜାରି ରହିବ । ଏହି କଟକଣା ମଧ୍ୟରେ ଜିଲ୍ଲାର ସମସ୍ତ ଅଞ୍ଚଳରେ ଦୋକାନ ବଜାର ଖୋଲିବା ଉପରେ କିଛି ମାତ୍ରାରେ…