Browsing Tag

remove dark circles

କେତେ ପ୍ରକାରର ହୋଇଥାଏ ଡାର୍କ ସର୍କଲ୍ସ, ଜାଣନ୍ତୁ କିପରି ଦୂର କରିବେ ଏହି ସମସ୍ୟା

ଡାର୍କ ସର୍କଲ୍ସ ଅର୍ଥାତ ଆଖିତଳେ କଳା ଦାଗ, ଯାହା ଆପଣଙ୍କ ଲୁକ ଖରାପ କରିବା କାମ କରିଥାଏ । ଏହାକୁ ରିମୋଭ କରିବା ସହଜ ନୁହେଁ । ସେହିପରି ଏହାକୁ ଲୁଚାଇବା ପାଇଁ ମହିଳାମାନେ ମେକଅପର ସାହାଯ୍ୟ ନେଇଥାନ୍ତି । ଡାର୍କ ସର୍କଲ୍ସ ଏକ ସାଧାରଣ ସମସ୍ୟା କାରଣ ଏହା ମହିଳା ଏବଂ ପୁରୁଷ ଉଭୟଙ୍କୁ…

ଆଖି ତଳ କଳା ଦାଗକୁ ସହଜରେ କରନ୍ତୁ ଦୂର; ପ୍ରତିଦିନ ଏହି ଉପାୟରେ ଲଗାନ୍ତୁ ବାଦାମ ତେଲ

ସାଧାରଣତଃ ଲୋକେ ଆଖି ତଳ ଡାର୍କ ସର୍କଲକୁ ଲୁଚାଇବା ପାଇଁ ଅନେକ ପ୍ରକାର ଉପାୟ ଆପଣାଇ ଥାଆନ୍ତି। କିଛି ମହିଳା ମହଙ୍ଗା ପ୍ରଡକ୍ଟ ବ୍ୟବହାର କରନ୍ତି। କେବେ କେବେ ସେମାନଙ୍କୁ ମେକ୍‌ଅପରେ ବି କଳା ଦାଗକୁ ଲୁଚାଇବାକୁ ପଡ଼ିଥାଏ। କିନ୍ତୁ ଏହି ଡାର୍କ ସର୍କଲକୁ ଲୁଚାଇବା ଅପେକ୍ଷା ସବୁଦିନ ପାଇଁ…

ମାତ୍ର ୨ ଦିନରେ ଲିଭିଯିବ ଆଖି ତଳର କଳା ଦାଗ, ଆପଣାନ୍ତୁ ଏହି ଘରୋଇ ଉପାୟ

ଆଖି ତଳର କଳାଦାଗ ଯୋଗୁ ମୁହଁ ରୋଗିଣା ରୋଗିଣା ଦିଶେ। ଏହି କଳା ଦାଗ ଯୋଗୁ ଲୋକଙ୍କ ସାମ୍ନାରେ ଲାଜ ବି ମାଡ଼େ। ଏଭଳି ସ୍ଥିତିରେ କିଛି ଘରୋଇ ଉପାୟ ଆପଣାଇ ଆପଣ ମାତ୍ର ୨ ଦିନରେ କଳା ଦାଗକୁ ଦୂର କରିପାରିବେ। ଆମ ଆଖପାଖରେ ହିଁ କେତେକ ଜିନିଷ ଏହି ଆଖିତଳର କଳାଦାଗକୁ ଦୂର କରିବାରେ ସାହାଯ୍ୟ…

ଆଖି ତଳ କଳା ପଡୁଥିଲେ ପ୍ରତିଦିନ କଞ୍ଚା କ୍ଷୀରରେ ଏହିସବୁ ଜିନିଷ ମିଶାଇ ଲଗାନ୍ତୁ, ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିବ

ଆଖି ତଳ କଳା ପଡ଼ିବାକୁ ନେଇ ଏବେ କେବଳ ଝିଅମାନେ ନୁହଁନ୍ତି ବରଂ ପୁଅମାନେ ମଧ୍ୟ ଖୁବ ଚିନ୍ତାରେ ପଡିଲେଣି। ଡାର୍କ ସର୍କଲ୍ସ ସମସ୍ୟାର ସମାଧାନ ପାଇଁ ଅନେକ ଉପାୟ ଆପଣାଉଛନ୍ତି କିନ୍ତୁ ଫେଲ ମାରୁଛନ୍ତି। ତେବେ ଏଥିପାଇଁ ଆପଣ କ୍ଲିନିକାଲ ଟ୍ରାୟଲ ଅପେକ୍ଷା ଯଦି ଘରୋଇ ଉପଚାର କରିବେ ତେବେ ବେଶ…

ଆଖି ତଳ ଡାର୍କ ସର୍କଲ ହଟାଇବା ପାଇଁ ଲଗାନ୍ତୁ ଗାଜର ଆଇ ମାସ୍କ, ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ ଏବଂ ଲଗାଇବାର ବିଧି

ଡାର୍କ ସର୍କଲ ବା ଆଖି ତଳ କଳା ପଡ଼ିଗଲେ ଏହା ଚେହେରାର ସୁନ୍ଦରତାକୁ ନଷ୍ଟ କରି ଦେଇଥାଏ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର କିମ୍ବା ମୋବାଇଲ ଫୋନ୍‌ ବ୍ୟବହାର କରିବା ଦ୍ୱାରା ଆଖି ତଳ କଳା ପଡ଼ିଯିବା, ଆଖି ଫୁଲିଯିବା ଏବଂ କୁଞ୍ଚନ ପଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ।…