Browsing Tag

remuna tahasil

ବାଲେଶ୍ବର: ରେମୁଣା ତହସିଲ ଅଫିସରେ ଅଗ୍ନିକାଣ୍ଡ, ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଗଲା ସବୁ ଗୁରୁତ୍ୱପୂର୍ଣ୍ଣ କାଗଜ…

ବାଲେଶ୍ବର(କେନ୍ୟଜ୍): ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଗଲା ସବୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର । ପରେ ଅଗ୍ନିଶମ ବିଭାଗ  ଖବର ପାଈ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା । ଆଜି ଅପରାହ୍ନରେ ବାଲେଶ୍ଵର ଜିଲ୍ଲା ରେମୁଣା ତହସିଲ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟି ସଂପୂର୍ଣ୍ଣ ଭାବେ…