ଘର ଭଡ଼ା ପାଇଁ ୧୧ ମାସର ଏଗ୍ରିମେଣ୍ଟ କାହିଁକି ଜରୁରୀ?
କେତେକ ଲୋକଙ୍କର ନିଜର ଘର ନଥିବାରୁ ସେମାନେ ମଧ୍ଯ ଭଡ଼ା ଘରେ ରହିଥାଆନ୍ତି ।ଅନେକ ଲୋକ ପାଠପଢା କିମ୍ବା ଚାକିରି ପାଇଁ ନିଜ ଘରଠାରୁ ଦୂରରେ ପ୍ରାୟତଃ ସେମାନେ ଭଡା଼ରେ ଘର ନେଇକି ରୁହନ୍ତି । ଘର ଭଡା଼ ନେବା ପାଇଁ ଭଡା଼ଟିଆ ଓ ମାଲିକ ଏକ ଚୁକ୍ତି କରନ୍ତି , ଯେଉଁଥିରେ ଉଭୟ ପକ୍ଷର ନାମ, ଠିକଣା,…