Browsing Tag

REPUBLIC DAY

କର୍ତ୍ତବ୍ୟପଥରେ ସାରା ବିଶ୍ବ ଦେଖିଲା ଭାରତର ଶୌର୍ଯ୍ୟ ଏବଂ ସଂସ୍କୃତିର ଝଲକ, ରାଷ୍ଟ୍ରପତି କଲେ ପତାକା ଉତ୍ତୋଳନ

ନୂଆଦିଲ୍ଲୀ : ଦେଶ ପାଳୁଛି ୭୭ ତମ ସାଧାରଣତନ୍ତ୍ର ଦିବସ । ସାରା ଦେଶରେ ତ୍ରିରଙ୍ଗା ଲହର । ଦିଲ୍ଲୀ କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରୁ ଦୁଇ ବିଦେଶୀ ଅତିଥିଙ୍କ ସହ କର୍ତ୍ତବ୍ୟ ପଥରେ ପହଞ୍ଚିବା ପରେ ଜାତୀୟ ପତାକା ଉତ୍ତୋଳନ…

କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ , ପ୍ରଦର୍ଶିତ ହେଲା ପଟଚିତ୍ର ଓ ତାରକଶୀ କାମ

ପରମ୍ପରାରୁ ପ୍ରଯୁକ୍ତିବିଦ୍ୟା । ନୂତନତ୍ବକୁ ନେଇ ପ୍ରଗତି । ଏହି ବାର୍ତ୍ତା ନେଇ କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଥିମ ଥିଲା ସଏଲ ଟୁ ସିଲିକନ, ରୁଟେଡ୍ ଇନ୍ ଟ୍ରାଡିସନ। ଆତ୍ମନିର୍ଭର ଭାରତରେ ଓଡ଼ିଶାର ଯୋଗଦାନକୁ ପ୍ରଦର୍ଶିତ କରାଯାଇଥିଲା । ଦେଖିବାକୁ ମିଳିଥିଲା ମହିଳାଙ୍କ…

ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଦୃଢୋକ୍ତି , ୨୦୩୬ ସୁଦ୍ଧା ଦେଶର ଶ୍ରେଷ୍ଠ ୫ ରାଜ୍ୟରେ ରହିବ ଓଡ଼ିଶା

ଭୁବନେଶ୍ୱର : ୧୦ ବର୍ଷ ଭିତରେ ସମୃଦ୍ଧ ଓଡ଼ିଶା ଗଠନ ହେବ । ୨୦୩୬ ସୁଦ୍ଧା ଦେଶର ଶ୍ରେଷ୍ଠ ୫ ରାଜ୍ୟରେ ରହିବ ଓଡ଼ିଶା । ସାଧାରଣତନ୍ତ୍ର ଦିବସରେ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକରେ ପତକା ଉତ୍ତୋଳନ କରି କହିଛନ୍ତି, ୧୯ ମାସ ହେବ ଓଡ଼ିଶା ଦ୍ରୁତ ବିକାଶର ଯାତ୍ରୀ…

ମହାକାଶଚାରୀ ତଥା ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ

ନୂଆଦିଲ୍ଲୀ : ମହାକାଶଚାରୀ ତଥା ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଛି । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।  ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ…

ସାଧାରଣତନ୍ତ୍ର ଦିବସ ପୂର୍ବରୁ ପୋଲିସକୁ ବଡ଼ ସଫଳତା, ରାଜସ୍ଥାନରୁ ୧୦ ହଜାର କେଜି ବିସ୍ଫୋରକ ଜବତ

ରାଜସ୍ଥାନ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ପୋଲିସକୁ ବଡ଼ ସଫଳତା । ରାଜସ୍ଥାନର ନାଗୌର ଜିଲ୍ଲାରେ ପୋଲିସ ପ୍ରାୟ ୧୦,୦୦୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଏବଂ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି । ନାଗୌର ଜିଲ୍ଲାର ଥାନୱାଲା ପୋଲିସ ଷ୍ଟେସନ ଅନ୍ତର୍ଗତ ହର୍ସୋର ଗ୍ରାମର ଏକ…

ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, X ହ୍ୟାଣ୍ଡେଲରେ କଲେ ଟ୍ୱିଟ୍

ନୂଆଦିଲ୍ଲୀ : ସାରା ଦେଶରେ ଗଣତନ୍ତ୍ର ଦିବସ ପାଳନ କରାଯାଉଛି । ରାଜଧାନୀ ଦିଲ୍ଲୀର ଜାତୀୟ ପଥରେ ଆଜି ପରେଡ୍ ପାଇଁ ପ୍ରସ୍ତୁତି କରାଯାଇଛି । ଏଥିସହିତ ଅପରେସନ୍ ସିନ୍ଦୂର ଥିମ୍ ଉପରେ ଏକ ବିଶେଷ ପରେଡ୍ ପାଇଁ ପ୍ରସ୍ତୁତି ଚାଲିଛି । ଯାହାର ଝଲକ ଦେଖିବାକୁ ମିଳିବ ।  ଏହି ଅବସରରେ…

ଦିଲ୍ଲୀରେ ୭୭ତମ ଗଣତନ୍ତ୍ର ଦିବସ ପାଳନ, ମୁଖ୍ୟ ଅତିଥିଠାରୁ ପରେଡ୍ ପର୍ଯ୍ୟନ୍ତ ସବୁକିଛି ରହିବ ସ୍ବତନ୍ତ୍ର

ନୂଆଦିଲ୍ଲୀ : ଭାରତ ପାଳନ କରୁଛି ଆଜି ୭୭ତମ ଗଣତନ୍ତ୍ର ଦିବସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀର ଜାତୀୟ ରାଜପଥରେ ପରେଡରେ ଅଧ୍ୟକ୍ଷତା କରିବେ । ଏଥିସହ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ  କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ଗଣତନ୍ତ୍ର ଦିବସ…

ଗଣତନ୍ତ୍ର ଦିବସରେ କର୍ତ୍ତବ୍ୟପଥରେ ଗର୍ଜିବ ଭାରତର ବ୍ରହ୍ମାସ୍ତ୍ର, ପରେଡରେ ନିଜ ଶକ୍ତି ପ୍ରଦର୍ଶନ କରିବ ଡିଆରଡିଓର…

ଆସନ୍ତାକାଲି ଦିଲ୍ଲୀର କର୍ତ୍ତବ୍ୟପଥରେ ଗର୍ଜିବ ଭାରତର ବ୍ରହ୍ମାସ୍ତ୍ର । ଗଣତନ୍ତ୍ର ଦିବସରେ ଡେବ୍ୟୁ କରିବ DRDOର ହାଇପରସୋନିକ୍ ମିଶାଇଲ । କାର୍ତ୍ତବ୍ୟ ପଥର ପରେଡରେ ନିଜ ଶକ୍ତି ପ୍ରଦର୍ଶନ କରିବ ଡିଆରଡିଓର ଲଙ୍ଗ ରେଞ୍ଜ ଆଣ୍ଟି ସିପ୍ ହାଇପରସୋନିକ୍ ମିଶାଇଲ (LR-AShM)। ୭୭ ତମ ଗଣତନ୍ତ୍ର…

ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ୬ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, କର୍ତ୍ତବ୍ୟ ପଥ ଜଗିବେ ୩୦ ହଜାରରୁ ଅଧିକ ଯବାନ

ଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ରାଜଧାନୀ ଦିଲ୍ଲୀ ।  ଆକାଶରୁ ପାତାଳ ଜଗିଛି ପୋଲିସ ।  ସମ୍ଭାବ୍ୟ ଅଘଟଣକୁ ଏଡାଇବାକୁ ଦିଲ୍ଲୀରେ ୬ ସ୍ତରୀୟ ସୁରକ୍ଷା ଚକ୍ରବ୍ୟୂହ ରଚିଛନ୍ତି ସୁରକ୍ଷାକର୍ମୀ ।  କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସ ଅତ୍ୟାଧୁନିକ…

ଗୋଟିଏ ଦିନ ପରେ ସାଧାରଣତନ୍ତ୍ର ଦିବସ, ବ୍ୟବହାର ହେବ AI ସ୍ମାର୍ଟ ଚଷମା

ନୂଆଦିଲ୍ଲୀ : ଗୋଟିଏ ଦିନ ପରେ ସାଧାରଣତନ୍ତ୍ର ଦିବସ । ସେଥିପାଇଁ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ପାଇଁ ୩୦ ହଜାରରୁ ଅଧିକ ପୋଲିସ ଏବଂ ଅର୍ଦ୍ଧସାମରିକ ସେନା ଏବଂ ୭୦ ରୁ ଅଧିକ କମ୍ପାନୀକୁ ନିୟୋଜିତ କରାଯିବ । ଯାହାର ସୂଚନା ଜଣେ ଅଧିକାରୀ ଗତକାଲି ଦେଇଛନ୍ତି । ପ୍ରଥମ ଥର ପାଇଁ…

ସାଧାରଣତନ୍ତ୍ର ଦିବସ ପୂର୍ବରୁ ସାରା ଦେଶରେ ହାଇ-ଆଲର୍ଟ, ଆତଙ୍କୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ହାଇ ଆଲର୍ଟ ଜାରି । ସାଧାରଣତନ୍ତ୍ର ଦିବସରେ ଖଲିସ୍ତାନୀ ଏବଂ ବାଂଲାଦେଶୀ ଆତଙ୍କବାଦୀ ଗୋଷ୍ଠୀ ବଡ଼ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ଆଧାରରେ ଆଲର୍ଟ ଜାରି ହୋଇଛି । ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହର ଉପରେ…

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ । ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ସାଧାରଣତନ୍ତ୍ର ଦିବସରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ ।  ଚଳିତ ବର୍ଷର ବିଷୟବସ୍ତୁ ରହିଛି ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ ।  ଏହି ଥିମ ଆଧାରରେ ଓଡ଼ିଶାର ପ୍ରଜ୍ଞାପନ ମେଢ ପ୍ରସ୍ତୁତ…