ନାବାଳିକା ଉଦ୍ଧାର, ଅପହରଣକାରୀ ମାଆ ପୁଅଙ୍କୁ ନିସ୍ତୁକ ମାଡ଼
ମୟୂରଭଞ୍ଜ(କେନ୍ୟୁଜ୍) : ନାବାଳିକା ଉଦ୍ଧାର । ଅପହରଣକାରୀ ମାଆପୁଅଙ୍କୁ ନିସ୍ତୁକ ମାଡ଼ । ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅଭିଯୋଗ ଅନୁଯାୟୀ, ବାରିପଦା କାଳୀକାପୁର ଅଞ୍ଚଳରେ ସଂପୃକ୍ତ ନାବାଳିକାଙ୍କ ଘରକୁ…