Browsing Tag

rescue operation

୪୦ ଫୁଟ ଗଭୀର ବୋରେୱେଲରେ ପଡ଼ିଲା ଶିଶୁ, ରେସ୍କ୍ୟୁ ଅପରେସନ ଜାରି

ନୂଆଦିଲ୍ଲୀ : ପୁଣି ବୋରୱେଲରେ ପଡ଼ିଲା ଶିଶୁ । ଦିଲ୍ଲୀ କେଶବପୁର ମଣ୍ଡି ନିକଟ ଦିଲ୍ଲୀ ଜଳବୋର୍ଡ଼ ପ୍ଲାଣ୍ଟରେ ଅଘଟଣ । ୪୦ ଫୁଟ ଗଭୀର ବୋରେୱେଲରେ ଫସିଛି ଶିଶୁ । ଏହି ବୋରୱେଲର ଚଉଡ଼ା ମାତ୍ର ଦେଢ଼ ଫୁଟ । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ଏନଡିଆରଏଫ୍ ଟିମ୍ ନିୟୋଜିତ ଅଛନ୍ତି । ପିଲାଟି ପଡ଼ିଥିବା…

ଟେକ୍ନିକାଲ୍ ସମସ୍ୟା ଯୋଗୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ, ନୂଆ ସୂର୍ଯ୍ୟୋଦୟ ଅପେକ୍ଷାରେ ୪୧ ଶ୍ରମିକ

ନୂଆଦିଲ୍ଲୀ : କେବେ ଘଟିବ ଅପେକ୍ଷାର ଅନ୍ତ ? କେବେ ସରିବ ଉତ୍ତରକାଶୀରେ ଟନେଲ ରେସକ୍ୟୁ ଅପରେସନ୍ ? ନୂଆ ସୂର୍ଯ୍ୟୋଦୟ ଅପେକ୍ଷାରେ ୪୧ ଶ୍ରମିକ । ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଉଦ୍ଧାର ପାଇଁ ଆଉ ୧୪ ମିଟର ବାକି ରହିଛି । କିନ୍ତୁ ଟେକ୍ନିକାଲ୍ ସମସ୍ୟା ଯୋଗୁ ପୁଣି ଥରେ…

ଉତ୍ତରକାଶୀ ଟନେଲ ଦୁର୍ଘଟଣା: ଭାଙ୍ଗିଗଲା ଆମେରିକାରୁ ଆସିଥିବା ଡ୍ରିଲିଂ ମେସିନ, ଉଦ୍ଧାର କାର୍ଯ୍ୟ ବନ୍ଦ

ଉତ୍ତରାଖଣ୍ଡ ଉତ୍ତରକାଶୀରେ ଭୁଶୁଡ଼ି ପଡ଼ିଥିବା ଟନେଲ ମଧ୍ୟରେ ଫସି ରହିଛନ୍ତି ୪୦ଜଣ ଶ୍ରମିକ । ଗତକାଲି ଅପରାହଣରୁ ରେସକ୍ୟୁ ଅପରେସନ ବନ୍ଦ ପରେ ଶ୍ରମିକଙ୍କ ପରିବାର ଆଶଙ୍କାରେ । ଆମେରିକାରୁ ଆସିଥିବା ମେସିନ ଭାଙ୍ଗିବାରୁ କାମ ଅଧାରୁ ବନ୍ଦ ହୋଇଯିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି ।…

ଉତ୍ତରକାଶୀ ଟନେଲରେ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଉତ୍ତରପ୍ରଦେଶ ଓ ଝାରଖଣ୍ଡ ଟିମ୍

ଉତ୍ତରକାଶୀ ଟନେଲରେ ଦୁର୍ଘଟଣାରେ ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ୫ଦିନ ହେବ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଶ୍ରମିକ । ୫ଦିନ ପରେ ବି ସରୁନି ରେସକ୍ୟୁ ଅପରେସନ୍ । ଉଦ୍ଧାର ହୋଇ ପାରୁନାହାନ୍ତି ଉତ୍ତରକାଶୀରେ ଟନେଲ ତଳେ ଫସିଥିବା ୪୦ ଶ୍ରମିକ । କେତେବେଳେ ଭୂସ୍ଖଳନ ଓ କେତେବେଳେ…

ଗାଧୋଇବାକୁ ଯାଇ ନଦୀରେ ଭାସିଗଲେ ଯୁବତୀ, ଉଦ୍ଧାର କାର୍ଯ୍ୟ ଜାରି

ଯାଜପୁର (କେନ୍ୟୁଜ): କେଲୁଅ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଯୁବତୀ । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନିଆଳି ଗାଁ ନିକଟ ବ୍ରାହ୍ମଣୀ ଶାଖା କେଲୁଅ ନଦୀ ସ୍ରୋତରେ ଭାସି ଗଲେ ଯୁବତୀ । ନିଖୋଜ ଯୁବତୀ ଜଣକ ନିଆଳି ଗାଁର ସସ୍ମିତା ପରିଡ଼ା । ସସ୍ମିତା ସାଙ୍ଗ ମାନଙ୍କ ସହ ନଦୀକୁ…

୫୦ ଫୁଟ୍‌ ବୋରୱେଲ୍ ତଳେ ଫସି ରହିଛି ୮ ବର୍ଷର ପୁଅ, ଦୀର୍ଘ ଘଣ୍ଟା ଧରି ଚାଲିଛି ରେସକ୍ୟୁ ଅପରେସନ୍‌

ମଧ୍ୟପ୍ରଦେଶ: ପୁଣି ବୋରୱେଲ୍ ଫସିଲା ଜୀବନ । ୫୦ ଫୁଟ୍‌ ବୋଲରେଓ୍ଵଲ୍‌ ତଳେ ଫସି ରହିଛି ୮ ବର୍ଷର ପୁଅ । ମଧ୍ୟପ୍ରଦେଶର ବେତୁଲି ଜିଲ୍ଲା ମଣ୍ଡାଓ୍ଵି ଗାଁରେ ଘଟିଛି ଏହି ଘଟଣା । ଗତକାଲି ରାତିରେ ଏହି ଘଟଣା ଜଣା ପଡିଥିଲା । ରାତି ପ୍ରାୟ ସାଢେ ୮ଟା ବେଳେ ୮ ବର୍ଷର ତନ୍ମୟ ସାହୁ ବୋରୱେଲ୍‌…

୨ଟି ଟ୍ରକ୍‌ ଧକ୍କା ପରେ ଚାପି ହୋଇ ହୋଇଗଲେ ଡ୍ରାଇଭର, ଉଦ୍ଧାର କାର୍ଯ୍ୟ ଜାରି

କରଞ୍ଜିଆ (କେନ୍ୟୁଜ); ଦୁର୍ଘଟଣା ପରେ ଟ୍ରକ ଚକା ତଳେ ଚାପି ହୋଇ ରହିଛନ୍ତି ଡ୍ରାଇଭର । ଉଦ୍ଧାର ପାଇଁ ଦମକଳ ବାହିନୀ ଓ ପୋଲିସର ଉଦ୍ୟମ । ଦେଢ ଘଣ୍ଟା ଧରି ଚାଲିଛି ଅପରେସନ । କରଞ୍ଜିଆ ଥାନା ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗାପାଟ ନିକଟରେ ଦୁର୍ଘଟଣା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।…

ମଧ୍ୟପ୍ରଦେଶ: ଭୁଷୁଡ଼ିଲା ନିର୍ମିତ ଅଣ୍ଡରଗ୍ରାଉଣ୍ଡ ଟନେଲ; ମାଟି ତଳେ ଚାପି ହୋଇ ରହିଛନ୍ତି ୯ ଶ୍ରମିକ, ଉଦ୍ଧାର…

ନୂଆଦିଲ୍ଲୀ : ଶନିବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର କଟନି ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। କଟନି ଜିଲ୍ଲାର ନର୍ମଦା ଭ୍ୟାଲି ପ୍ରକଳ୍ପ ଅଧୀନରେ ନିର୍ମିତ ଅଣ୍ଡରଗ୍ରାଉଣ୍ଡ ଟନେଲ ଭୁଷୁଡ଼ି ପଡ଼ିବାରୁ ଅନେକ କର୍ମଚାରୀ ଭିତରରେ ଫସି ରହିଛନ୍ତି। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ…

‘ଅପରେସନ ରେସ୍କ୍ୟୁ ବାବୁ’: ୩ ଦିନ ଧରି ପାହାଡରେ ସନ୍ଧିରେ ଫସିଥିବା ଯୁବକ ସୁରକ୍ଷିତ ଭାବେ ଉଦ୍ଧାର କଲା ଭାରତୀୟ…

କେରଳରେ ତିନି ଦିନ ଥରି ପାହାଡ଼ ସନ୍ଧିରେ ଫସି ରହିବା ପରେ ଯୁବକଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଭାରତୀୟ ସେନା ଓ ବାୟୁସେନାଙ୍କ ମିଳିତ ପ୍ରୟାସରେ ଏକ ସ୍ୱତନ୍ତ୍ର ଅପରେସନ୍ କରାଯାଇଥିଲା । ଏକ ଦଉଡି ସହାୟତାରେ ପାହାଡ଼…

ମହେନ୍ଦ୍ରଗିରି ପାହାଡ଼କୁ ବୁଲି ଯାଇଥିବା ବେଳେ ହଠାତ୍‌ ବର୍ଷା, ଅଘଟଣରୁ ବର୍ତ୍ତିଲେ ୫ ଯୁବକ

ବ୍ରହ୍ମପୁର(କେନ୍ଯୁଜ୍): ଅଘଟଣରୁ ବର୍ତ୍ତିଲେ ୫ ଯୁବକ । ମହେନ୍ଦ୍ରଗିରି ପାହାଡ଼କୁ ବୁଲିବାକୁ ଯାଇ ପାଣିରେ ଫସିଥିଲେ ୫ ଜଣ ଯୁବକ । ଉଦ୍ଧାର କଲେ ପୋଲିସ ଏବଂ ଦମକଳବାହିନୀ । ଗଞ୍ଜାମ ଜ଼ିଲ୍ଲା ଜରଡ଼ା ଥାନା ଉପାନ୍ତ ଅଞ୍ଚଳ ବାରିଆପଥରରେ ଥିବା ଭିୟୁ ପଏଣ୍ଟକୁ ଯୁବକମାନେ ବୁଲି ଯାଇଥିବା ବେଳେ ହଠାତ…

ଉତ୍ତରାଖଣ୍ଡ ଭୂ-ସ୍ଖଳନ: ଏବେ ବି ସୁଡ଼ଙ୍ଗରେ ଫସିରହିଛନ୍ତି ଅନେକ ଲୋକ, ପାଇପ୍‌ ଓ ତାର କାଟି ଆଗକୁ ବଢ଼ୁଛନ୍ତି…

ଉତ୍ତରାଖଣ୍ଡରେ ଭୂସ୍ଖଳନ ପରେ ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତପୋବନ-ବିଷ୍ଣୁଗାଡ ହାଇଡ୍ରୋ ପ୍ରୋଜେକ୍ଟର ୨.୫ କିଲୋମିଟର ଟନେଲରେ ଫସିଥିବା ପ୍ରାୟ ୩୪ ଜଣଙ୍କୁ ବାହାରକୁ ବାହାର କରିବା ପାଇଁ ରେସ୍‌କ୍ୟୁ ଅପରେସନ୍‌ ଜାରି ରହିଛି। ଟିମ୍‌ ସୁଡ଼ଙ୍ଗ ଭିତରେ ପାଇପ୍‌ ଓ ତାରକୁ କାଟି…

କଟକ କହ୍ନେଇପୁରରେ ମହାନଦୀର ପ୍ରଥମ ବନ୍ୟାଜଳ ପ୍ରବେଶ, ଗୋଟିଏ ପରିବାରରେ ୯ଜଣଙ୍କୁ ଅଧରାତିରେ ଉଦ୍ଧାର କଲା ଚାଉଳିଆଗଞ୍ଜ…

କଟକ: ଅଧ ରାତିରେ ରେସକ୍ୟୁ ଅପରେସନ୍‌। ୧ ଘଣ୍ଟା ପରେ ଉଦ୍ଧାର ହେଲେ ୯ଜଣ। ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀର ୧୦ଜଣ କର୍ମଚାରୀ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କଟକ ସହରର କହ୍ନେଇପୁରରେ ମହାନଦୀର ପ୍ରଥମ ବନ୍ୟା ପାଣି ପଶି ମହାନଦୀ ପଠାରେ ରହୁଥିବା ଗୋଟିଏ ପରିବାରରେ ୯ଜଣ ପାଣି…