ମେଘାଳୟରେ ଓଡ଼ିଶା ଅଗ୍ନିଶମ ଟିମ୍ , କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କୁ କରୁଛନ୍ତି ଉଦ୍ଧାର
ମେଘାଳୟ(କେନ୍ୟୁଜ୍) : ମେଘାଳୟ ଜୟନ୍ତିଆ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଜାରି ରହିଛି ଉଦ୍ୟମ । ଆଜିଠୁ ଉଦ୍ଧାର କାର୍ୟ୍ୟରେ ସାମିଲ ହେବେ ଓଡିଶା ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଟିମ୍ । ଓଡିଶା ଅଗ୍ନିଶମ ବିଭାଗର ବଛାବଛା ୨୧ଜଣ କର୍ମଚାରୀ ଏଥିରେ ସାମିଲ ହେବେ ।…