ଆଉ ମାତ୍ର କିଛି ସମୟର ଅପେକ୍ଷା: ୧୩ ଦିନର ସଂଘର୍ଷ ପରେ ସୁଡ଼ଙ୍ଗରୁ ବାହାରକୁ ଆସିବେ ୪୧ ଶ୍ରମିକ
ନୂଆଦିଲ୍ଲୀ : ଆଉ ମାତ୍ର କିଛି ସମୟର ଅପେକ୍ଷା। ଜୀବନ ସହ ୧୩ ଦିନର ସଂଘର୍ଷ ପରେ ସୁଡ଼ଙ୍ଗରୁ ବାହାରକୁ ଆସିବେ ୪୧ ଶ୍ରମିକ। ନୂଆ ସକାଳ ସନ୍ନିକଟ ହେଉଛନ୍ତି ଶ୍ରମିକ। ଉଦ୍ଧାର କାର୍ଯ୍ୟ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ। ଶ୍ରମିକଙ୍କ ପାଖରେ ପହଞ୍ଚିବେ ଉଦ୍ଧାରକାରୀ ଟିମ୍। ତେବେ ଡ୍ରିଲିଂ କାର୍ଯ୍ୟରେ…